ତୋ mind-blowing style ମୋତେ फ़िदा କଲା ରେ
Beautiful gift ମୋତେ ख़ुदा ଦେଲା ରେ
ତୋ mind-blowing style ମୋତେ फ़िदा କଲା ରେ
Beautiful gift ମୋତେ ख़ुदा ଦେଲା ରେ
ଚୋରି-ଚୋରି heart ମୋର...
ଚୋରି-ଚୋରି heart ମୋର ଚୋରିହେଲା ରେ
ମୋତେ इश्क़ ହେଲା ରେ
ମୋତେ इश्क़ ହେଲା ରେ
ମୋତେ इश्क़-इश्क़-इश्क़...
ମୋତେ इश्क़ ହେଲା ରେ
ତୋ mind-blowing style ମୋତେ फ़िदा କଲା ରେ
ସୁଖା-ସୁଖା life କୁ ମୋର ଓଦା କଲା ରେ
ତୋ mind-blowing style ମୋତେ फ़िदा କଲା ରେ
ସୁଖା-ସୁଖା life କୁ ମୋର ଓଦା କଲା ରେ
ଚୋରି-ଚୋରି heart ମୋର...
ଚୋରି-ଚୋରି heart ମୋର ଚୋରିହେଲା ରେ
ମୋତେ इश्क़ ହେଲା ରେ
ମୋତେ इश्क़ ହେଲା ରେ
ମୋତେ इश्क़-इश्क़-इश्क़...
ମୋତେ इश्क़ ହେଲା ରେ
ମୋତେ इश्क़-इश्क़-इश्क़...
ମୋତେ इश्क़ ହେଲା ରେ
इश्क़ ବାଲା love ତୋର ଛୁଇଁଲା ମୋ ଛାତିକୁ
Full-moon କରିଦେଲା ମୋର ସବୁ ରାତିକୁ
प्यार ଭରା କଥା ତୋର ଚୋରିକଲା ମନକୁ
Colourful କରିଦେଲା ମୋର ସବୁ ଦିନକୁ
ତୋ awesome ଵାଲା ଚେହେରା ମୋତେ mad କଲା ରେ
Honey-honey flavour କିଛି add କଲା ରେ
ହଉ-ହଉ ଦିଲ୍ ଦିୱାନା...
ହଉ-ହଉ ଦିଲ୍ ଦିୱାନା ହେଇଗଲା ରେ
ମୋତେ इश्क़ ହେଲା ରେ
ମୋତେ इश्क़ ହେଲା ରେ
ମୋତେ इश्क़-इश्क़-इश्क़...
ମୋତେ इश्क़ ହେଲା ରେ
ମୋତେ इश्क़-इश्क़-इश्क़...
ମୋତେ इश्क़ ହେଲା ରେ
Garden-garden କରିଦେଲୁ ଆଜି ମୋର ଦୁନିଆଁ
Don′t know ତୋ ପ୍ରେମରେ ଅଛି କଉ କିମିଆଁ
ହଁ, sweet ବାଲା dream ଆଣି ବୁଣିଦେଲୁ ଆଖିରେ
Chewing gum ପରି ଆସି ଲାଖିଗଲୁ ଛାତିରେ
ତୋ naughty-naughty नज़र ମୋତେ crazy କଲା ରେ
ତୋ body ରେ ମୋ body ଯେବେ ବାଜିଗଲା ରେ
Daily daily ଦିଲ୍ ମୋର...
Daily daily ଦିଲ୍ ମୋର feel କଲା ରେ
ମୋତେ इश्क़ ହେଲା ରେ
ମୋତେ इश्क़ ହେଲା ରେ
ମୋତେ इश्क़-इश्क़-इश्क़...
ମୋତେ इश्क़ ହେଲା ରେ
ମୋତେ इश्क़ ହେଲା ରେ
ମୋତେ इश्क़ ହେଲା ରେ
ମୋତେ इश्क़-इश्क़-इश्क़...
इश्क़ ହେଲା ରେ
ମୋତେ इश्क़ ହେଲା ରେ
ମୋତେ इश्क़ ହେଲା ରେ
ମୋତେ इश्क़-इश्क़-इश्क़...
ମୋତେ इश्क़ ହେଲା ରେ