Lyrics decoded by
Ammu ommkar
(ଓଁକାର ଫ୍ୟାମିଲି)
ID-13374321105
(00:32-04:43)
ପୁ -ରାଗିଛ କି ପ୍ରିୟା ମୋର
କଥା କାଇଁ ହଉନ
ଋଷିଛ କି ପ୍ରିୟା ମୋର
ମୋତେ ଜମା ଚାହୁଁନ
ଓ..ରାଗିଛ କି ପ୍ରିୟା ମୋର
କଥା କାଇଁ ହଉନ
ଋଷିଛ କି ପ୍ରିୟା ମୋର
ମୋତେ ଜମା ଚାହୁଁନ
ଝି -ଆସିବ ବୋଲି କହିଥିଲ
ଦେଖା ହେବ କଥା ଦେଇଥିଲ
କଥା ଦେଇ ତୁମେ ଆସିଲନି
ଭାବି ଭାବି ମରି ସାରିଲିଣି
ମୋତେ ଭଲ ପାଅ କି ନାହିଁ
ପୁ -(ତତେ ମୋ ଠାରୁ କେହି ବେଶୀ ଭଲ ପାଇ ପାରିବନି)×2
ଅନ୍ତରା -1
(For HD quality track contact me-7008099737)
(02:21-02:55)
ଝି -ଲାଗେ ଡର ପ୍ରେମ ମୋର
ହେଇ ନ ଯାଉ ଲୋକ ହସା
ହଁ ଲାଗେ ଡର ପ୍ରେମ ମୋର
ହେଇ ନ ଯାଉ ଲୋକ ହସା
ଶୁଣିଚି ମୁଁ ପ୍ରେମରେ ହୁଏ
କେତେ ଏମିତି ରାଗ ରୁଷା
ପୁ -କହିଥିଲ କେବେ ଡରିବନି
ପ୍ରେମ ପରୀକ୍ଷାରେ ହାରିବନି
କୁହ ଯଦି ଭରସା ନାହିଁ
ମଥାରେ ତମ ହାତ ଦେଇ
କହିଦେବି ଭଲ ପାଏ ବୋଲି
ଝି -(ମୋତେ ତୋ ଠାରୁ କେହି ବେଶୀ ଭଲ ପାଇ ପାରିବନି) ×2
ପୁ -ଗାମାପା ଗାମାପା ସା ନିଧା ପାମା
ରେଗାମା ରେଗା ମାଗାପା
ଅନ୍ତରା -2
(You can contact me on instagram id- _ig_ammu__)
(03:56-01:20)
ପୁ -ପାଖେ ତୋର ନାହିଁ ବୋଲି
ଭାବିବୁନି ମୁଁ ଅଛି ଦୂର
ହଁ ପାଖେ ତୋର ନାହିଁ ବୋଲି
ଭାବିବୁନି ମୁଁ ଅଛି ଦୂର
ଯାହା କିଛି କରୁଛି ମୁଁ
କରିବାକୁ ତତେ ମୋ ନିଜର
ଝି -ଜାଣିଛି ମୁଁ ବି ଏ କଥା
ଅପେକ୍ଷାର ଫଳ ହୁଏ ମିଠା
ତୁ ଆସିଲେ ତତେ ଦେଖୁଥିବି
ମନ ଭରି ପ୍ରେମ କରୁଥିବି
ତତେ ଯିବାକୁ ଦେବିନି
ପୁ -ତତେ ମୋ ଠାରୁ କେହି ବେଶୀ ଭଲ ପାଇପାରିବନି
ଝି -ମୋତେ ତୋ ଠାରୁ କେହି ବେଶୀ ଭଲ ପାଇପାରିବନି
Ammu's special thanks