menu-iconlogo
huatong
huatong
aseemasatyajeet-ethara-fagune-valentine-day-cover-image

Ethara fagune valentine day

Aseema/Satyajeethuatong
100013502561huatong
Lyrics
Recordings
ପୁ - ହାଏ ମଖମଲ୍ଲି ହସ ତୋର

ଦେଖିଦେଲେ ମୁ ଥରେ

ଜିତୁଥିବ ବାଜିକୁ ମୁ

ତୋ ପାଖରେ ହାରେ ।

ଝି - ହାଏ ତୋ ଠାରୁ ନିଜର ମୁ

କିଏ ଆଉ ଅଛି

ମୋ ଠାରୁ ଅଧିକ ମୁ

ତତେ ଭଲ ପାଉଛି

ପୁ - ସବୁଥର ପରି ଏଥର ଫଗୁଣ

ଛଇବକୁ ତତେ ପକେଇଛି ରାଣ

ତୁ ମତେ ଭଲପାଉ ବୋଲି କହିଯା ।

ଏଥର ଫଗୁଣେ ବଜେଇବି ବାଜା

ଥରୁଟେ ତୁ ମତେ ଭଲପାଇଜା

ଏଥର ଫଗୁଣେ ବଜେଇବ ବାଜା

ମତେ ତୁ ନିଜର କରିଁନେଇଯା ।

ପୁ - ମୋର ଗାଁ ଦାଣ୍ଡରେ ଯେବେ

ଦେଖେ ମୁ ତତେ ରେ

ଚାହିଁଲେ ବି କହିପାରେନା ମୁଁ

ତତେ କେତେ ଭଲପାଏ

ଝି - ତୋର ସେଇ ନଜର ଯେବେ

ପଡେ ମୋ ଉପରେ

ଲାଗେରେ ପ୍ରେମ ଗଳିରେ

ତୋର ପାଦ ଥାପି ଦେଇଯା

ପୁ - ଏତେ କାଇ ତତେ

ଚାହେ ମୁ କେଜାଣି

ଜୀବନେ ଦେବି ତୋ

ହସ ମୁଁ ଛାଓଲି

ମନକୁ ତୋ ମୋ

ପାଖେ ବନ୍ଧା ରଖିଯା ।

ଏଥର ଫଗୁଣେ ବଜାଇବି ବାଜା

ଥରୁଟେ ତୁ ମତେ ଭଲପାଇଯା

ଏଥର ଫଗୁଣେ ବଜାଇବା ବାଜା

ମତେ ତୁ ନିଜର କରିଁ ନେଇଯା ।

ଝି - ମଥାକୁ ଟିକିଲି ମୋର

ଭଲ ଲାଗୁନି ଆଜିକାଲି

କହୁଛି ଟୋପାଏ ସିନ୍ଦୂର

ଚାହେଁ ତୋ ହାତରୁ ।

ପୁ - ହାତରୁ ମୋ ସିନ୍ଦୂର

ମଥାରେ ମୁ ତୋର

ଚୋରିକରିନେବି ପୁରା

ତୋ ହୃଦୟ ରୁ

ଝି - ଏବେ ଏବେ ମନ ଲାଜରେ ହସୁଛି

ଫଗୁଣ ବି ରାଣ ପକେଇସାରିଛି

କେବେହେବି ରାଣୀ ତୋର

ତୁ ହବୁ ରାଜା

ଏଥର ଫଗୁଣେ ବାଯାଇବି ବାଜା

ମତେ ତୁ ନିଜର କରି ନେଇଜା

ଏଥର ଫଗୁଣେ ବାଜାଇବି ବାଜା

ଥାରୁଟେ ତୁ ମତେ ଭଲ ପାଇଯା ।।

More From Aseema/Satyajeet

See alllogo