menu-iconlogo
huatong
huatong
avatar

Dekha Hela Prema Hela (Title Track) - From "Dekha Hela Prema Hela"

Humane sagar/Diptirekha Padhi/Chandrakant Sutarhuatong
mon77_starhuatong
Lyrics
Recordings
ତୋ ପାଇଁ ମୁଁ ଥିଲି ଅଜଣା

ମୋ ପାଇଁ ତୁ ଥିଲୁ ଅଜଣା

ଚାଲୁ-ଚାଲୁ ଚଲା ବାଟେ ଆଖି ମିଶିଗଲା

ଆଜିଯାଏଁ ଆଖି ବୋଧେ ତତେ ଖୋଜୁଥିଲା

ଦେଖା ହେଲା, ପ୍ରେମ ହେଲା, ପ୍ରେମ ହେଇଗଲା

ଦେଖା ହେଲା, ପ୍ରେମ ହେଲା, ପ୍ରେମ ହେଇଗଲା

ତୋ ପାଇଁ ମୁଁ ଥିଲି ଅଜଣା

ମୋ ପାଇଁ ତୁ ଥିଲୁ ଅଜଣା

ଜାଣିନାହିଁ କେତେବେଳେ ମନ ମିଶିଗଲା

ମରି-ମରି ମନ ବୋଧେ ତତେ ଚାହୁଁଥିଲା

ଦେଖା ହେଲା, ପ୍ରେମ ହେଲା, ପ୍ରେମ ହେଇଗଲା

ଦେଖା ହେଲା, ପ୍ରେମ ହେଲା, ପ୍ରେମ ହେଇଗଲା

ସାଇତି ଥିଲି ମୁଁ ଏ ହୃଦୟ ଆଜିଯାଏଁ ତୋ ପାଇଁ

କେମିତି ଦେବି ମୁଁ ଭାବୁ-ଭାବୁ ନେଇଗଲୁ ଚୋରେଇ

ହୋ, ଚୋରି-ଚୋରି ନିଦ ସବୁ ଚୋରି ହେଇଗଲା

ରାତି ସାରା ଜହ୍ନ, ତାରା ଭରି ହେଇଗଲା

ଦେଖା ହେଲା, ପ୍ରେମ ହେଲା, ପ୍ରେମ ହେଇଗଲା

ଦେଖା ହେଲା, ପ୍ରେମ ହେଲା, ପ୍ରେମ ହେଇଗଲା

ଦେଖା ହେଲା, ପ୍ରେମ ହେଲା, ପ୍ରେମ ହେଇଗଲା

ଦେଖା ହେଲା, ପ୍ରେମ ହେଲା, ପ୍ରେମ ହେଇଗଲା

ତୁ କିଛି କହୁନୁ ମତେ ଆଜି ହେଲେ ସବୁ ମୁଁ ଶୁଣିଛି

ତୁ ବୋଧେ ଭାଗ୍ୟରେ ଥିଲୁ ମୋର ତତେ ପାଖେ ପାଇଛି

ହୋ, ତୋ ପାଖରେ ଆଜି ମୋର ବାଟ ସରିଗଲା

ଲେଖାଥିଲା ତୋ ସାଥିରେ ଦେଖା ହେଇଗଲା

ଦେଖା ହେଲା, ପ୍ରେମ ହେଲା, ପ୍ରେମ ହେଇଗଲା (ଦେଖା ହେଲା, ପ୍ରେମ ହେଲା, ପ୍ରେମ ହେଇଗଲା)

More From Humane sagar/Diptirekha Padhi/Chandrakant Sutar

See alllogo