ଦୁନିଆଁ ପଥର ଏଠି ଜୀବନ ଖେଳନା
ସେ କାହୁଁ ବୁଝିବ ପ୍ରେମୀ ମନର ଯାତନା?
इश्क़ ତୁ ହି ତୁ
इश्क़ ତୁ ହି ତୁ
इश्क़ ତୁ ହି ତୁ, ତୁ ହି ତୁ
इश्क़ ଯେ କରେ କେବେ ଭାଙ୍ଗି ସେ ଯାଏନା
ସବୁ ସହିଯାଏ ହେଲେ ଓଠ ସେ ଖୋଲେନା
ମରିଗଲେ ଖୋଲାଥିବ ଏ ଆଖି
ସାଥି ରେ, ସାଥି ରେ
ପଡ଼ିବନି ପଲକ ମୋ ନ ଦେଖି
ତତେ ରେ, ତତେ ରେ
ଏକା ଛାଡ଼ି ଯିବି ନାହିଁ ସାଥି ରେ
ନେଇଯିବି ଛବି ତୋର ଆଖିରେ
ବଳିଦାନର ନାମ इश्क़, इश्क़
ପରିଣାମ ଦେଖେନା इश्क़
ଯୁଗେ ଯୁଗେ ଅମର इश्क़, इश्क़
କେବେ ମରି ପାରେନା इश्क़
ଜୀବନ ଦିଶୁନି, ମରଣ ଦିଶୁନି
ଦିଶୁଛୁ ଖାଲି ତୁ
ତୁ ହି ତୁ
ତୁ ହି ତୁ
ତୁ ହି ତୁ
ତୁ ହି ତୁ
ନ ଥିଲା ଭାଗ୍ୟରେ ହାଏ, ଯିଏ ମୋ ପାଇଁ କି
ତାକୁ ମୋର ଭାଗ୍ୟ କହ କଲୁ ତୁ କାହିଁକି
इश्क़ ତୁ ହି ତୁ
इश्क़ ତୁ ହି ତୁ
इश्क़ ତୁ ହି ତୁ, ତୁ ହି ତୁ
ଯେଉଁ ହୃଦୟରେ ଦେଲୁ इश्क़ ସଜେଇ
ତାକୁ ପୁଣି କାଇଁ ଦେଲୁ ଲୁହରେ ଭିଜେଇ?
ଭିଜା-ଭିଜା ପଲକରେ ରହିଛୁ
(ତୁ ହି ତୁ, ତୁ ହି ତୁ)
ଭଙ୍ଗାରୁଜା ସପନରେ ହସୁଛୁ
(ତୁ ହି ତୁ, ତୁ ହି ତୁ)
ଛାଇ ପରି ସାଥେ ମୋର ଚାଲିଛୁ
ଅନାବନା ଭାବନାରେ ଆସୁଛୁ
ନିଶ୍ୱାସର ଗତିରେ इश्क़, इश्क़
ବିଶ୍ୱାସର ମତିରେ इश्क़
ଜୀବନର ଆଇନା इश्क़, इश्क़
କେବେ ଭୁଲି ହୁଏନା इश्क़
ଦେହକୁ ଅଲଗା କରିହୁଏ ସିନା
ରହେନା ମନ क़ाबू
ତୁ ହି ତୁ
ତୁ ହି ତୁ
ତୁ ହି ତୁ
ତୁ ହି ତୁ