menu-iconlogo
logo

Hum Dum Mere.. New Odia Song, Babu Bhaijaan

logo
Lyrics
❤️ହମ୍ ଦମ୍ ମେରେ.. 💘

SINGAR =

Abhijeet Bhatacharya & Ira Mohanty

UPLOADED BY 💻 💻 💻

KUMAR - JAYANTA 🌟 💘 ⭐

ପୁ: ହା...... ହା.........

ହା..... ହା. ହା.....

ଝି: ହା...... ହା.........

ହା......ହା. ହା.....

ପୁ: ଚାଲୁଥିଲି, ମୁଁ ଏକା ମୋ ବାଟରେ..

ଏମିତି ତୁ ସାଙ୍ଗ ହେଲୁ

ଆସି ମୋ ସାଥିରେ

ମୋ ଦେହର ବାସ୍ନା ଆଜି

ତ ନିଶ୍ବାସରେ....

(ହମ୍ ଦମ୍ ମେରେ.. ହମ୍ ଦମ୍ ମେରେ..)-2

ଝି: ଫେରି ପାରୀଲିନି,ଏକା ହେଲାପରେ

ମନେ ହେଲା ତୁ ଆଗ, ଆଉସବୁ ପରେ..

ମୋ ଚେହେରା ଦିଶିଗଲା ତୋରି ଛାଇରେ...

(ହମ୍ ଦମ୍ ମେରେ.. ହମ୍ ଦମ୍ ମେରେ..)-2

REQUEST BY

🌷❤️♡SiMů ♡❤️🌷

Room id=111157

ପୁ: ଅରେ ସାହିବାରେ, ତ ପାଇଁରେ

ଖୋଦା ଠାରୁ......

ଆଣିଚି ମୁଁ ପ୍ରମ କରଜ..

ଝି: ଓରେ ସାଜେନ୍ ରେ,ପିୟାର ତେରା

ମିଲ୍ ଗେଆରେ...

ଛାତିତଳେ ରଙ୍ଗ ମୁରୁଜ

ପୁ: ବିନା ତନହାଇ, ଏଇ ଜୀବନରେ..

ଗଲେ ପୁରୁବାଇ, ତୁ ଆସିଲା ପରେ..

ଝି:ମୋ ମନର କଥା ଆଜି ତୋରି ଓଠରେ...

ହମ୍ ଦମ୍ ମେରେ.. ହମ୍ ଦମ୍ ମେରେ..

ପୁ:ହମ୍ ଦମ୍ ମେରେ.. ହମ୍ ଦମ୍ ମେରେ..

🌻🌻🌻💘💘🌷🌷🌷

LYRICS BY 🖋️🖋️

❤️KUMARI-LIJA RANI 🙏

ଝି: ଓ ମେହେରବାରେ, ସାଥ ମେରେ..

ଚାଲୁ ଚାଲୁ.....

କହିବୁନୁ କେବେ ଅଲବିଦା..

ପୁ:ସୁନୁ ହମ୍ନାବାରେ, ତ ଆଖିର

ଆଇନାରେ......

ହେଇଗଲି ଆଜି ଗୁମୁସୁଦା

🎶🎶🎶🎶🎶🎶

ଝି: ହେଲି ମୁଁ ଦିୱାନି, ତ ପ୍ରେମ ଛିଟାରେ..

ଅବତ ଜିନ୍ଦେଗି ,ତ ପାଇଁ ମିଠାରେ..

ପୁ: ହାମ ତୋ milenge ୟାରା

ସବୁ ଜନମରେ...

(ହମ୍ ଦମ୍ ମେରେ.. ହମ୍ ଦମ୍ ମେରେ..)-2

ଝି:(ହମ୍ ଦମ୍ ମେରେ.. ହମ୍ ଦମ୍ ମେରେ..)-2

ପୁ:ହା........ ହା.....

ହା.... ହା.. ହା....

ଝି:ହା....... ହା......

ହା..... ହା.. ହା.....