M- ଏ
F- ହୁଁ
M- ଚାନ୍ଦନା ତୁମେ ତାରା ମୋତିନା ତୁମେ ହିରା--୨
ମୁଁ..ଜେ ଆଜି ଭାବିପାରେନା ତୁମ ରୂପର ତୁଳନା
F- ତୁମେ ମୋ ସ୍ଵପ୍ନ ଝରା ଯୁଗ ଯୁଗର ପରା--୨
ଏ ମନ କଥା କହିହୁଏନା ତୁମେତ ବୁଝି ବୁଝନା
M- ଚାନ୍ଦନା ତୁମେ ତାରା
F-ମୋତିନା ତୁମେ ହିରା
M- ଚାନ୍ଦନା ତୁମେ ତାରା
F-ମୋତିନା ତୁମେ ହିରା
M- ତୁମ ଲାଜୁଆ ହସ ମୋତେଜେ ଭଲ ଲାଗିଛି
F- ତୁମସେ ମଜା ଗପ କେତେ ମୁଁ ଭଲ ପାଇଛି..
M- ତୁମ ଲାଜୁଆ ହସ ମୋତେଜେ ଭଲ ଲାଗିଛି
F- ତୁମସେ ମଜା ଗପ କେତେ ମୁଁ ଭଲ ପାଇଛି
M- ମୁଁଜେ ଆଜି
F- ଯାଏ ହଜି
M/F- ତୁମେ ମୋ ମନ ଝରଣା
M- ଚାନ୍ଦନା ତୁମେ ତାରା
F-ମୋତିନା ତୁମେ ହିରା
M- ଚାନ୍ଦନା ତୁମେ ତାରା
F-ମୋତିନା ତୁମେ ହିରା
M- ମନ ଚାହୁଁଛି ଆଜି ଯିବାକୁ ଉଡ଼ି ବହୁଦୂର
F- ଯେବେଯେ ଦିନ ତୁମେ ମଥାରେ ଦେବ ସିନ୍ଦୂର..
M- ମନ ଚାହୁଁଛି ଆଜି ଯିବାକୁ ଉଡ଼ି ବହୁଦୂର
F- ଯେବେଯେ ଦିନ ତୁମେ ମଥାରେ ଦେବ ସିନ୍ଦୂର
M- ସେଇ ଦିନ
F- ଝୁରେ ମନ
M/F- କେବେ ଆସିବ ଜାଣେନା
M- ଚାନ୍ଦନା ତୁମେ ତାରା ମୋତିନା ତୁମେ ହିରା--୨
ମୁଁ..ଜେ ଆଜି ଭାବିପାରେନା ତୁମ ରୂପର ତୁଳନା
M- ଚାନ୍ଦନା ତୁମେ ତାରା
F-ମୋତିନା ତୁମେ ହିରା
M- ଚାନ୍ଦନା ତୁମେ ତାରା
F-ମୋତିନା ତୁମେ ହିରା