menu-iconlogo
huatong
huatong
namita-agrawal-sara-jibana-ku-karibi-apekhya-odia-love-song-cover-image

Sara Jibana Ku Karibi Apekhya ..Odia Love Song

Namita Agrawalhuatong
꧁✮͜͡𝄞⑅⃝°°°𝐁𝐀𝐃𝐀𝐋𒁍꧂huatong
Lyrics
Recordings
@ UPLOADING BY:-

꧁✮͜͡?⑅⃝°°°BADAL ?꧂

༺BADAL☬ MUSIC ☬CARE༻

ROOM ID:-470457 ,

ସାରା ଜୀବନକୁ~

ସାରା ଜୀବନକୁ ତତେ କରିବି ମୁଁ ଅପେକ୍ଷା

ତୁ ଆସିବୁ କି ନାହିଁ ତୋ ଇଛା

ତୁ ଆସିବୁ କି ନାହିଁ ତୋ ଇଛା

କି ଦିନ କି ରାତି ତୋ ବିନା ରେ ସାଥି ଭିଜଉଛି ବରଷା

ତୁ ଭିଜିବୁ କି ନାହିଁ ତୋ ଇଛା

ତୁ ଭିଜିବୁ କି ନାହିଁ ତୋ ଇଛା

ତୁ ଆସିବୁ କି ନାହିଁ ତୋ ଇଛା

ତୁ ଆସିବୁ କି ନାହିଁ ତୋ ଇଛା

@ LYRICS WRITTEN BY :-

✮͜͡༺ IPSITA ༻✮͜͡

༺BADAL☬ MUSIC ☬CARE༻

ROOM ID:-470457 ,

କଥା ତତେ କିଛି କହିବାକୁ ଅଛି

କିଛି ସ୍ବପ୍ନ ପୁଣି ଆଖି ସାଇତିଛି

ଯେବେ ଠୁ କରିଛି ତତେ ମୋର ପ୍ରିୟା

ତୋ ବିନା ଧରିନି କେବେ କାହା ନାଁ

ନିତି ତୋ ନାଁ ରେ ଗୀତ ମୁଁ ଗାଏରେ ନେଇ କିଛି ଭରସା

ତୁ ଶୁଣିବୁ କି ନାହିଁ ତୋ ଇଛା

ତୁ ଶୁଣିବୁ କି ନାହିଁ ତୋ ଇଛା

ତୁ ଆସିବୁ କି ନାହିଁ ତୋ ଇଛା

ତୁ ଆସିବୁ କି ନାହିଁ ତୋ ଇଛା

@ UPLOADING BY:-

꧁✮͜͡?⑅⃝°°°BADAL ?꧂

༺BADAL☬ MUSIC ☬CARE༻

ROOM ID:-470457 ,

ତୋ ବିନା ମୋ ପ୍ରେମ ଅଧୁରା ଅଧୁରା

ତୁ ଆସିଲା ପରେ ହେଇଯିବ ପୁରା

ତୋ ପାଇଁ ଖୋଲା ମୋ ହୃଦୟ କବାଟ

ନିଦ ହରା ଆଖି ଚାହିଁଛି ତୋ ବାଟ

ମୋର ବାଟ ସାରା ଖରା ଖାଲି ଖରା ଚାଲୁଛିରେ ମୁଁ ଏକା

ତୁ ଚାଲିବୁ କି ନାହିଁ ତୋ ଇଛା

ତୁ ଚାଲିବୁ କି ନାହିଁ ତୋ ଇଛା

ତୁ ଆସିବୁ କି ନାହିଁ ତୋ ଇଛା

ତୁ ଆସିବୁ କି ନାହିଁ ତୋ ଇଛା

@ LYRICS WRITTEN BY :-

✮͜͡༺ IPSITA ༻✮͜͡

༺BADAL☬ MUSIC ☬CARE༻

ROOM ID:-470457 ,

More From Namita Agrawal

See alllogo