menu-iconlogo
huatong
huatong
avatar

ARUNA STAMBHA RE HATA MARIDELE TULASI TULASI BASE BY LAXMAN MOHANTY

Odia bhajan trackhuatong
LB🎵MUSICAL🎶🎻ଓଡ଼ିଆ🎉huatong
Lyrics
Recordings
(ଅରୁଣସ୍ତମ୍ଭ ରେ ହାତ ମାରିଦେଲେ ତୁଳସୀ ତୁଳସୀ ବାସେ(chorus)

ଅରୁଣସ୍ତମ୍ଭ ରେ ହାତ ମାରିଦେଲେ ତୁଳସୀ ତୁଳସୀ ବାସେ ରେ

ତୁଳସୀ ତୁଳସୀ ବାସେ

(ତୁଳସୀ ତୁଳସୀ ବାସେ ରେ ତୁଳସୀ ତୁଳସୀ ବାସେ(chorus))

ସିଂହୀ ଦୁଆରକୁ ପାଦ ବଢେଇଲେ

ସିଂହୀ ଦୁଆରକୁ ପାଦ ବଢେଇଲେ ଅବଢ଼ା ଅବଢ଼ା ବାସେ ରେ

ଅବଢ଼ା ଅବଢ଼ା ବାସେ

ଅବଢ଼ା ଅବଢ଼ା ବାସେ ରେ ଅବଢ଼ା ଅବଢ଼ା ବାସେ(chorus)

ଅରୁଣସ୍ତମ୍ଭ ରେ ହାତ ମାରିଦେଲେ ତୁଳସୀ ତୁଳସୀ ବାସେ ରେ

ତୁଳସୀ ତୁଳସୀ ବାସେ

(ତୁଳସୀ ତୁଳସୀ ବାସେ ରେ ତୁଳସୀ ତୁଳସୀ ବାସେ(chorus)

?JAGANNATH?PREMI ?

Room id 171653

Time 9.00am

ବାଇଶି ପାହାଚେ ଫୁଲ ପସରା

ଦୟଣା ମହକ ସବୁଠି ଭରା

?

ବାଇଶି ପାହାଚେ ଫୁଲ ପସରା

ଦୟଣା ମହକ ସବୁଠି ଭରା

(ବେଢ଼ାରେ ଚନ୍ଦନ ପଡୁଚି ଝରି

ପବନ ଲାଗୁଚି ମଳୟ ପରି

ବେଢ଼ାରେ ଚନ୍ଦନ ପଡୁଚି ଝରି

ପବନ ଲାଗୁଚି ମଳୟ ପରି)

କଳପ ମୂଳରୁ ଅଳପ ଅଳପ

କଳପ ମୂଳରୁ ଅଳପ ଅଳ୍ପ କର୍ପୁର ଆରତି ବାସେ ରେ

କର୍ପୁର ଆରତି ବାସେ

(କର୍ପୁର ଆରତି ବାସେ ରେ କର୍ପୁର ଆରତି ବାସେ(chorus)

Request by( ସମସ୍ତ ଜଗନ୍ନାଥ ପ୍ରେମୀ ଭକ୍ତ ବୃନ୍ଦ ? ?)

Lyrics - ?

ଜଗମୋହନ ରେ ମନ ମହକେ

ଗରୁଡ଼ ପାଖରେ ଚିତ୍ତ ଚମକେ

?

ଜଗମୋହନ ରେ ମନ ମହକେ

ଗରୁଡ଼ ପାଖରେ ଚିତ୍ତ ଚମକେ

(ଗମ୍ଭିରା ଭିତରେ ଅପୂର୍ବ ବାସ

ଲକ୍ଷେ କଦମ୍ବର ବର୍ଷା ବିଳାସ

ଗମ୍ଭିରା ଭିତରେ ଅପୂର୍ବ ବାସ

ଲକ୍ଷେ କଦମ୍ବର ବର୍ଷା ବିଳାସ)

ପୁରୀରୁ ଫେରିଲେ ଦେହ ମନ ସବୁ

ପୁରୀରୁ ଫେରିଲେ ଦେହ ମନ ସବୁ କାଳିଆ କାଳିଆ ବାସେ ରେ

କାଳିଆ କାଳିଆ ବାସେ

(କାଳିଆ କାଳିଆ ବାସେ ରେ କାଳିଆ କାଳିଆ ବାସେ(chorus)

ଅରୁଣସ୍ତମ୍ଭ ରେ ହାତ ମାରିଦେଲେ ତୁଳସୀ ତୁଳସୀ ବାସେ ରେ

ତୁଳସୀ ତୁଳସୀ ବାସେ

(ତୁଳସୀ ତୁଳସୀ ବାସେ ରେ ତୁଳସୀ ତୁଳସୀ ବାସେ(chorus))

ସିଂହୀ ଦୁଆରକୁ ପାଦ ବଢେଇଲେ

ସିଂହୀ ଦୁଆରକୁ ପାଦ ବଢେଇଲେ ଅବଢ଼ା ଅବଢ଼ା ବାସେ ରେ

ଅବଢ଼ା ଅବଢ଼ା ବାସେ

(ତୁଳସୀ ତୁଳସୀ ବାସେ ରେ ତୁଳସୀ ତୁଳସୀ ବାସେ(chorus)

(କର୍ପୁର ଆରତି ବାସେ ରେ କର୍ପୁର ଆରତି ବାସେ(chorus)

କାଳିଆ କାଳିଆ ବାସେ ରେ

କାଳିଆ କାଳିଆ ବାସେ...........

More From Odia bhajan track

See alllogo