menu-iconlogo
huatong
huatong
avatar

Sagada Gadi

Prasannahuatong
rochl_23huatong
Lyrics
Recordings
ହୋ ଓଓ ହୋ ହୋ ଓଓ ଓଓ ଓଓ

ହୋ ହୋ ଓ ହୋ ଓଓ ଓ

ହେଁ ଧନ କେଁ କଟ କଟ ଯାଉଚି ଗଡି

ଗୋ ସଗଡ ଗାଡି

ହେ ଧନ କେଁ କଟ କଟ ଯାଉଚି ଗଡି

ଗୋ ସଗଡ ଗାଡି

ଧନ ନାଇଦେ ନାଇଦେ ମୁହଁକେ ମୋଡି

ଗୋ ସଗଡ ଗାଡି

ବାହାଲେ ବୁନିଚେ ଦେଶୀ ବିହନ

ବାହାଲେ ବୁନିଚେ ଦେଶୀ ବିହନ

ସାଥେ ଉଛୁଲି ଯିବା କାଈଁ ପୁଆଲ ଭାଡି

ଗୋ ସଗଡ ଗାଡି

ହେଏ ଧନ କେଁ କଟ କଟ ଯାଉଚି ଗଡି

ଗୋ ସଗଡ ଗାଡି

ଏ ଧନ ନାଈଦେ ନାଈଦେ ମୁହଁକେ ମୋଡି

ଗୋ ସଗଡ ଗାଡି

ତାକ ଧୁଲଧୁଲ୍ ତାକ ଧୁଲଧୁଲ୍ ତାକ ଧୁଲଧୁଲ୍

ମାଖନ୍ ଫୁଲ୍ ମାଖନ୍ ଫୁଲ୍ ମାଖନ୍ ଫୁଲ୍

କଜଲି କଜଲି ଆଖୀଲେ ତୋର୍ କଜଲର ଗାର

କଜଲି କଜଲି ଆଖୀଲେ ତୋର୍ କଜଲର ଗାର

କହୁଚେ ରସିଆ ପିଲାଗୋ ମୋତେ ପ୍ରେମ କର

କହୁଚେ ରସିଆ ପିଲାଗୋ ମୋତେ ପ୍ରେମ୍ କର

ଅଏଲତା ସିନ୍ଦୁର ଦିସେ ଲାଲ ଜର ଜର

ଅଏଲତା ସିନ୍ଦୁର ଦିସେ ଲାଲ ଜର ଜର

ଉଢନା ତଲେ ମାରୁଥିସିରେ କେତେ ଆଖି ଠାର

ସଜନା ସାଗକେ କଖାରୁ ବରି

ସଜନା ସାଗକେ କଖାରୁ ବରି

ସୁନା ମନେ ପଡୁଚେ ସେ ବରସା ଝଡି

ଗୋ ସଗଡ ଗାଡି

ହେଏ ଧନ କେଁ କଟ କଟ ଯାଉଚେ ଗଡି

ଗୋ ସଗଡ ଗାଡି

ଏ ଧନ ନାଈଦେ ନାଈଦେ ମୁହଁକେ ମୋଡି

ଗୋ ସଗଡ ଗାଡି

ଉପବିଷ୍ଠ କରିଛନ୍ତି ରାଧେ ବାଡତ୍ୟା

ଝିଙ୍କ ମନା ଝିଙ୍କ ମନା ଝିଙ୍କ ମନା

କୁଢୈ ଦାନା କୁଢୈ ଦାନା ମଟର ଚାନା

ପିରତି ନଦିରେ ଭାସୁଚେ ମୁଈଁ ଧନରେ ମୋର

କଳା ମେଘ ଦେଖି ଜେନ୍ତା ନାଚୁଥିସି ମୟୁର

କଲା ମେଘ ଦେଖି ଜେନ୍ତା ନାଚୁଥିସି ମୟୁର

ନିଲିୟା ଆକାସେ ବାଗ୍ ପଖୀ ଜାଉଛେନ୍ ଉଡି

ନିଲିୟା ଆକାସେ ବାଗ୍ ପଖୀ ଜାଉଛେନ୍ ଉଡି

ଦେଖା ଦୁଖୀ ହେଉ ହେଉ ବୟସ୍ ଆମର

ଯାଉତ ଗଡି

ହଲଦି ତେଲକେ ପୁଆଲ ଛତି

ହଲଦି ତେଲକେ ପୁଆଲ ଛତି

ଜାନ ସହି ନାଈଁ ହୁଏ ଦୁଲୁକେ ଛାତି

ଗୋ ସଗଡଗାଡି

ଏ କେଁ କଟ କଟ ଯାଉଚେ ଗଡି

ଗୋ ସଗଡ ଗାଡି

ଏ ଧନ ନାଇଦେ ନାଇଦେ ମୁହଁକେ ମୁଡି

ଗୋ ସଗଡ ଗାଡି

ଏ ଧନ କେଁ କଟ କଟ ଯାଉଚେ ଗଡି

ଗୋ ସଗଡ ଗାଡି

ଏଧନ ନାଈଦେ ନାଈଦେ ମୁହଁକେ ମୁଡି

More From Prasanna

See alllogo

You May Like