menu-iconlogo
huatong
huatong
avatar

Saraga parite sunara sari te

Rajuhuatong
༄༂ہ💜ᖇᗩᒍᑌ💜༂࿐🎯TVH🎯huatong
Lyrics
Recordings

TVH -104569

ସରଗ ପରୀ ଟେ

ସୁନାର ଶାରୀ ଟେ

ସରଗ ପରୀ ଟେ ସୁନାର ଶାରୀ ଟେ

ଦେଲା ତା ସୁନା ପର ଝାଡ଼ି

ଫଗୁଣ ଆସିଲା ତ ଫେରି

ଦେଲା ତା ସୁନା ପର ଝାଡ଼ି

ଫଗୁଣ ଆସିଲା ତ ଫେରି

ସାଗର ମୋତି ଟେ ଗୋଲାପ କଢି ଟେ

ଚାହିଁଲା ଆଖି ଖୋଲି ଖୋଲି

ଫଗୁଣ ଆସିଲା ତ ଫେରି

ଚାହିଁଲା ଆଖି ଖୋଲି ଖୋଲି

ଫଗୁଣ ଆସିଲା ତ ଫେରି

For More Updates

TVH -104569

ହଜାରେ ଦୀପ ଜଳେ ତାରାର ଆଲୁଅ ରେ

ହଜାରେ ଚାନ୍ଦ ଖେଳେ ତା ଟିକି ମୁହଁ ଟିରେ

ସେ ମୁହଁ କାହିଁ ଭାରି ଭାରି

ପରୀ ବସିଛି ମନ ମାରି

ଓ ଓ ଓ ଓ ଓଓ ଓଓ ଓଓ

ପରୀ ର ଟିକି ଆଶା

ଖୋଜେ ସେ ଟିକି ବସା

ଟୁକୁ ଟୁକୁ ଟୁକୁ ନାଲି ଓଠେ

ହସ ପଡିବ ଝରି

ଚିକି ମିକି ମିକି ହସ ତାର

ସତେ କି ହୀରା ର ମାଳି

ହସିଦେ ଆଲୋ ସୁନା ଗୋରୀ

ଫଗୁଣ ଆସିଚି ତ ଫେରି

ହସିଦେ ଆଲୋ ସୁନା ଗୋରୀ

ଫଗୁଣ ଆସିଚି ତ ଫେରି

ସରଗ ପରୀ ଟେ

ସୁନାର ଶାରୀ ଟେ

Arranged and Managed by

༄༂ہ ʀᴀᴊᴜ ༂࿐

TVH --     

ନିଜର ଥିଲା ଯିଏ ସେ ହେଲା ସାତପର

କାଲି ଯେ ଥିଲା ପର ସେ କଲା ଆପଣାର

ଏମିତି ଡୋରି ଦେଲା ବାନ୍ଧି

ପରୀ ତ ହେଇ ଗଲା ବନ୍ଦୀ

ହୋ ଓ ଓ ଓ ଓ ଓ ଓଓ

ମନକୁ ଦେଲା ଛନ୍ଦି

ନୁପୁର ପାଦେ ବାନ୍ଧି

ରୁଣୁଝୁଣୁ ଝୁଣୁ ନୁପୁରରେ

ଶୁଭେ ନୂଆ ଗୀତଟେ

ଗୁଣୁଗୁଣୁ ଗୁଣୁ ମନ କହେ

ମିଳିଛି ନୂଆ ମିତଟେ

ଜୀବନ ଉଠେ ଆଜି ପୁରି

ଫଗୁଣ ଆସିଛି ତ ଫେରି

ଜୀବନ ଉଠେ ଆଜି ପୁରି

ଫଗୁଣ ଆସିଛି ତ ଫେରି

ହୋ ,,ସରଗ ପରୀ ଟେ

ସୁନାର ଶାରୀ ଟେ

ଦେଲା ତା ସୁନା ପର ଝାଡ଼ି

ଫଗୁଣ ଆସିଲା ତ ଫେରି

ଜୀବନ ଉଠେ ଆଜି ପୁରି

ଫଗୁଣ ଆସିଛି ତ ଫେରି

More From Raju

See alllogo

You May Like