menu-iconlogo
huatong
huatong
saregama-music-karaoke-mahalaxmi-cover-image

Mahalaxmi

saregama music karaokehuatong
Sridhar-KARAOKE-UPLDhuatong
Lyrics
Recordings
*WELCOME TO ODIA SONG ATOZ*

꧁*UPLOADING By:-༺SRIDHARA ༻0:17

ମହା ଲଷ୍ମୀ ପଚାରନ୍ତି ପ୍ରଭୁଙ୍କୁ ଚାହିଁ

କେତେ ଟେକିଛ ଭୁଜକୁ ଘୋଡ଼ି ହଉନି

~~~~~~~~~~~

ମହା ଲଷ୍ମୀ ପଚାରନ୍ତି ପ୍ରଭୁଙ୍କୁ ଚାହିଁ

କେତେ ଟେକିଛ ଭୁଜକୁ ଘୋଡ଼ି ହଉନି

ଘରକି ଘରଣୀ କଥା ମନେ ତୁମ ପଡୁନି

କେତେ ଦିନ ଘର କଲେ ଜାଣିବ ତୁମେ

ହେଁ ଜଗତ ମଣି....

କାହାକୁ ଚାହିଁଛ କହ....କାହାକୁ ଚାହିଁଛ କହ

ମୋ ମୁଣ୍ଡ ଛୁଇଁ

ମହା ଲଷ୍ମୀ....~~

ମହା ଲଷ୍ମୀ ପଚାରନ୍ତି ପ୍ରଭୁଙ୍କୁ ଚାହିଁ

କେତେ ଟେକିଛ ଭୁଜକୁ ଘୋଡ଼ି ହଉନି

~SAREGAMA MUSIC KARAOKE ~

꧁SONG REQUEST:-SARATA*꧂

LYRICS SAPOTED BY:- SAI BHAI ꧂1:41

{ମହା ଲଷ୍ମୀ ଙ୍କ ପ୍ରଶ୍ନ ରେ ,ମହା ପ୍ରଭୁ ଅଡୁଆରେ ପଡି ଗଲେ,

କେମିତି ଏ ପ୍ରଶ୍ନ ର ଉତ୍ତର ଦେବେ

ସେ କଥା ମହା ପ୍ରଭୁ ଭାବୁଛନ୍ତି ତଥାପି କହୁନାହାନ୍ତି}

ଜଗନ୍ନାଥ କହୁ ଛନ୍ତି ଶୁଣ ଚାନ୍ଦ ମୁହିଁ

ଅନାଥ ପାଇଁ କି ସିନା ନାଥ ମୁ ଅଟଇ

ଜଗନ୍ନାଥ କହୁଛନ୍ତି ଶୁଣ ଚାନ୍ଦ ମୁହିଁ

ଅ ନାଥ ପାଇଁ କି ସିନା ନାଥ ମୁ ଅଟଇ

ଦୁଆରେ ଜାଅ ଦେଖିବ କେତେ ଦୁଃଖୀ ରଙ୍କି

ଥାଳ ପକାଇ ଡାକନ୍ତି ଆହେ ଚକା ଆଖି

ଆହେ ଚକା ଆଖି....

ସିଂଘା ସନ ଥରି ଜାଏ...ସିଂଘା ସନ ଥରି ଜାଏ

ତାଙ୍କ ରି ପାଇଁ

ମହା ଲଷ୍ମୀ....~~

ମହା ଲଷ୍ମୀ ପଚାରନ୍ତି ପ୍ରଭୁଙ୍କୁ ଚାହିଁ

କେତେ ଟେକିଛ ଭୁଜକୁ ଘୋଡ଼ି ହଉନି

꧁*INSTRUMENTAL BREAK-BY SRIDHARA꧂

SAREGAMA MUSIC KARAOKE ~

꧁*BEST QUALITY TRACK:-WhatsApp: 9998205007꧂3:14

{ସ୍ଵାମୀ ଯେତେ ବେଳେ କହୁଛନ୍ତି

ସେତେ ବେଳେ ଠାକୁରାଣୀ କଣ କଲେ

ଟିକେ ସିଂଘ ଦୁରକୁ ଚାହିଁବେ....ଦେଖିଲେ କଣ}

ଶୁଣିଲେ କମଳା ଖାଲି ଦିଅ ଦିଅ ଡାକ

ଜଣେ ତ କହୁନି କେହିଁ ନିଅ ଜଗନ୍ନାଥ

ଶୁଣିଲେ କମଳା ଖାଲି ଦିଅ ଦିଅ ଡାକ

ଜଣେ ତ କହୁନି କେହିଁ ନିଅ ଜଗନ୍ନାଥ

ପୁଷ ମାସରେ ମୁଁ ଆଣେ ବାପା ଘରୁ ଯାହା

ସେଥିରେ ଦେଖାଅ ପ୍ରଭୁ ଦିଆକ ପଣିଆ

ଦିଆକ ପଣିଆ...

ଏହା ଶୁଣି ହସୁଛନ୍ତି...(୨)

କଳା ଗୋସେଇଁ

ମହା ଲଷ୍ମୀ....

ମହା ଲଷ୍ମୀ ପଚାରନ୍ତି ପ୍ରଭୁଙ୍କୁ ଚାହିଁ

କେତେ ଟେକିଛ ଭୁଜକୁ ଘୋଡ଼ି ହଉନି

꧁*INSTRUMENTAL BREAK-BY SRIDHARA꧂

SAREGAMA MUSIC KARAOKE ~

꧁*BEST QUALITY TRACK:-WhatsApp: 9998205007꧂4:44

{ଭକ୍ତବୃନ୍ଦ ଏ ହେଉଛି ବଡ଼ ଦେଉଳର ପରମ୍ପରା କଥା

ତେବେ ମହା ଲଷ୍ମୀ ଟିକେ ରାଗି ଜାଇଛନ୍ତି

ଏ କଥା ବଡ଼ ଠାକୁରାଣୀ ଜାଣି ପାରିଲେ...

କଣ କହୁଛନ୍ତି ଶୁଣ }

ତୁମରି ଧନ ରେ ମୁହିଁ ଦାତା ବୋଲାଉଛି

ଜଗତ ପରା ତୁମରି ଧନ ରେ ଖେଳୁଛି

ତୁମରି ଧନ ରେ ମୁହିଁ ଦାତା ବୋଲାଉଛି

ଜଗତ ପରା ତୁମ ରି ଧନ ରେ ଖେଳୁଛି

ସବୁ ଦୁଆରେ ଛାଡି ଯିଏ ମୋ ପାଶେ ଆସିଛି

ତା ପାଇଁ ମୁ ହାତ ଟେକି ଦେଉଳେ ବସିଛି

ଦେଉଳେ ବସିଛି

ମନ ବୁଝିଲାକି ଏବେ...ମନ ବୁଝିଲାକି ଏବେ

....ପରାଣ ସହି

ଏହା ଶୁଣି ।

ଏହା ଶୁଣି ମହାଦେଇ ଗଲେ ଲାଜେଇ

ମହା ଲଷ୍ମୀ ପଚାରନ୍ତି ପ୍ରଭୁଙ୍କୁ ଚାହିଁ

କେତେ ଟେକିଛ ଭୁଜକୁ ଘୋଡ଼ି ହଉନି

ଘରକି ଘରଣୀ କଥା ମନେ ତୁମ ପଡୁନି

କେତେ ଦିନ ଘର କଲେ ଜାଣିବ ତୁମେ

ହେଁ ଜଗତ ମଣି....

କାହାକୁ ଚାହିଁଛ କହ....କାହାକୁ ଚାହିଁଛ କହ

ମୋ ମୁଣ୍ଡ ଛୁଇଁ

ମହା ଲଷ୍ମୀ....

ମହା ଲଷ୍ମୀ ପଚାରନ୍ତି ପ୍ରଭୁଙ୍କୁ ଚାହିଁ

କେତେ ଟେକିଛ ଭୁଜକୁ ଘୋଡ଼ି ହଉନି

ମହା ଲଷ୍ମୀ ପଚାରନ୍ତି ପ୍ରଭୁଙ୍କୁ ଚାହିଁ

କେତେ ଟେକିଛ ଭୁଜକୁ ଘୋଡ଼ି ହଉନି

ମହା ଲଷ୍ମୀ ପଚାରନ୍ତି ପ୍ରଭୁଙ୍କୁ ଚାହିଁ

କେତେ ଟେକିଛ ଭୁଜକୁ ଘୋଡ଼ି ହଉନି

~~~ଜୟ ଜଗନ୍ନାଥ ~~~

More From saregama music karaoke

See alllogo