menu-iconlogo
huatong
huatong
avatar

Chhadiki Paribi Tate

Satyajit/Lopamudrahuatong
10696049116955458huatong
Lyrics
Recordings
(ପୁ)ଛାଡିକି ପାରିବି ତତେ ନିଶ୍ୱାସ ମୋ ଛାଡ଼ିବା ଆଗରୁ

ଉପେକ୍ଷା ପାରିବି କରି ଅପେକ୍ଷା ର କାଳ ସରୁ ସରୁ

(ଝି)ଆଚ୍ଛାନ୍ନ କରିଛି ରୂପ ଚମତ୍କାର ଦୁର୍ଲଭ ଯା ସର୍ବତ୍ର ମହୀରେ

ଆଚ୍ଛାନ୍ନ କରିଛି ରୂପ ଚମତ୍କାର ଦୁର୍ଲଭ ଯା ସର୍ବତ୍ର ମହୀରେ

ଆଖିରେ ଲେଖି ସପନ ବହୁ ବର୍ଣ୍ଣ ଭବ୍ୟ ସମହରେ

(ପୁ)ଛାଡିକି ପାରିବି ତତେ ନିଶ୍ୱାସ ମୋ ଛାଡ଼ିବା ଆଗରୁ

ଉପେକ୍ଷା ପାରିବି କରି ଅପେକ୍ଷା ର କାଳ ସରୁ ସରୁ

(ଝି)ଜୀବନ ବିବର୍ଣ୍ଣ ଯଦି ରଙ୍ଗ ତୋର ନ ଦେଖି ନୟନ

ବଞ୍ଚିବା ନିଷ୍ଫଳ ଯଦି ତୋର ସ୍ମୃତି ନ ଆଣେ କମ୍ପନ

(ପୁ)କେମିତି ବା ବୁଝାଇବି ଭାଷା ଶବ୍ଦ ସବୁ ଭୁଲୁଣ୍ଠିତ

ତୋ ମୋ ସମ୍ପର୍କ କି କଷ୍ଟପ୍ରଦ ଅବୁଝା ଗଣିତ

(ଝି)ଆଚ୍ଛାନ୍ନ କରିଛି ରୂପ ଚମତ୍କାର ଦୁର୍ଲଭ ଯା ସର୍ବତ୍ର ମହୀରେ

ଆଚ୍ଛାନ୍ନ କରିଛି ରୂପ ଚମତ୍କାର ଦୁର୍ଲଭ ଯା ସର୍ବତ୍ର ମହୀରେ

ଆଖିରେ ଲେଖି ସପନ ବହୁ ବର୍ଣ୍ଣ ଭବ୍ୟ ସମହରେ

(ପୁ)ଛାଡିକି ପାରିବି ତତେ ନିଶ୍ୱାସ ମୋ ଛାଡ଼ିବା ଆଗରୁ

ଉପେକ୍ଷା ପାରିବି କରି ଅପେକ୍ଷା ର କାଳ ସରୁ ସରୁ

(ପୁ)କହିବାର ନାହିଁ ଶକ୍ତି ବୟସର ବୟସ୍କ ଲଗନେ

ତୁହି ମୋ ରଜନୀଗନ୍ଧା ଭାବନାର ସୋମ୍ୟ ଉପବନେ

(ଝି)କରୁଣାରେ ବି ଜଡିତ ନିରିମାୟା ନିରୀହ ହୃଦୟ

ହେ ମୋର ଅବୁଝା ସାଥି ତୁ ହି ମୋର ନବ ସୁର୍ଯୋଦୟ

(ପୁ)ଆଚ୍ଛାନ୍ନ କରିଛି ରୂପ ଚମତ୍କାର ଦୁର୍ଲଭ ଯା ସର୍ବତ୍ର ମହୀରେ

ଆଚ୍ଛାନ୍ନ କରିଛି ରୂପ ଚମତ୍କାର ଦୁର୍ଲଭ ଯା ସର୍ବତ୍ର ମହୀରେ

(ଝି)ଆଖିରେ ଲେଖି ସପନ ବହୁ ବର୍ଣ୍ଣ ଭବ୍ୟ ସମହରେ

ଛାଡିକି ପାରିବି ତତେ ନିଶ୍ୱାସ ମୋ ଛାଡ଼ିବା ଆଗରୁ

ଉପେକ୍ଷା ପାରିବି କରି ଅପେକ୍ଷା ର କାଳ ସରୁସରୁ

More From Satyajit/Lopamudra

See alllogo
Chhadiki Paribi Tate by Satyajit/Lopamudra - Lyrics & Covers