menu-iconlogo
huatong
huatong
sri-charan-bahire-lekhichi-toh-na-cover-image

Bahire lekhichi toh na

Sri Charanhuatong
🌟ℒᵒʳᵈˢ꧁♪🅡🅢🅡🅞🅨🅐🅛♪꧂huatong
Lyrics
Recordings
ବହିରେ ଲେଖିଚି ତୋ ନାଁ

ଖାତାରେ ଲେଖିଚି ତୋ ନାଁ

ବାଟରେ ଲେଖିଚି ତୋ ନାଁ

କାନ୍ଥରେ ଲେଖିଚି ତୋ ନାଁ

ଯଉଠି ପଢ଼ିବୁ ସେଇଟି

ତୋ ନାଁ , ତୋ ନାଁ , ତୋ ନାଁ ~~

ତୋ ନାଁ ~, ତୋ ନାଁ , ତୋ ନା..

କହନା କେମିତି ମନ ନେଲୁ ଚୋରେଇ

ତୋ ବିନା ଆଖିରୁ ନିଦ ଗଲା ଉଭେଇ

କହନା କେମିତି ମନ ନେଲୁ ଚୋରେଇ

ତୋ ବିନା ଆଖିରୁ ନିଦ ଗଲା ଉଭେଇ

ଗପରେ ଲେଖିଚି ତୋ ନାଁ

ଗୀତରେ ଲେଖିଚି ତୋ ନାଁ

ଗଛରେ ଲେଖିଚି ତୋ ନାଁ

ପତ୍ରରେ ଲେଖିଚି ତୋ ନାଁ

ଯଉଠି ଦେଖିବୁ ସେଇଟି

ତୋ ନାଁ , ତୋ ନାଁ , ତୋ ନାଁ ~~

ତୋ ନାଁ ~, ତୋ ନାଁ , ତୋ ନାଁ ~~

ତୁ ମୋର ପୁନେଇଁ ଚାନ୍ଦ ଚିହ୍ନା ଚମକ

ତୁ ମୋର ବଉଳ ଋତୁ ମିଠା କୁହୁକ

ତୁ ମୋର ପୁନେଇଁ ଚାନ୍ଦ ଚିହ୍ନା ଚମକ

ତୁ ମୋର ବଉଳ ଋତୁ ମିଠା କୁହୁକ

ହସରେ ଲେଖିଚି ତୋ ନାଁ

ଲୁହରେ ଲେଖିଚି ତୋ ନାଁ

ସୁଖରେ ଲେଖିଚି ତୋ ନାଁ

ଦୁଃଖରେ ଲେଖିଚି ତୋ ନାଁ

ଯେମିତି ଭାବିବୁ ସେମିତି~~

ତୋ ନାଁ , ତୋ ନାଁ , ତୋ ନାଁ ~~

ତୋ ନାଁ ~, ତୋ ନାଁ , ତୋ ନାଁ ~~

ହୁଁ ହୁଁ~ ଆହା ~ ଏହେ~

ଉଁହୁଁ ~ ଆହା ~ ହୁଁ ହୁଁ ~

More From Sri Charan

See alllogo