menu-iconlogo
huatong
huatong
avatar

Sahe Thili Suna Heli - From "Bidyarana"

Swayam padhi/Ananya Sritam Nanda/Baidyanath Dashhuatong
odin1eyehuatong
Lyrics
Recordings
ଶହେ ଥିଲି ଶୂନ ହେଲି, ତୋ ପାଖରେ ହାରିଗଲି

ତୋ ଭିତରେ ସରିଗଲି, କି ଯାଦୁ କଲୁ सावरिया?

ଶହେ ଥିଲି ଶୂନ ହେଲି, ତୋ ପାଖରେ ହାରିଗଲି

ତୋ ଭିତରେ ସରିଗଲି, କି ଯାଦୁ କଲୁ सावरिया?

ପାଦ ଯାଏ ଯୋଉ ବାଟେ, ଫୁଲ ଖାଲି ଫୁଲ ଖୁଣ୍ଟେ

ପାଦ ଯାଏ ଯୋଉ ବାଟେ, ଫୁଲ ଖାଲି ଫୁଲ ଖୁଣ୍ଟେ

ତୋ ବିନା, ତୋ ବିନା ଲାଗେନା जिया

ଶହେ ଥିଲି ଶୂନ ହେଲି, ତୋ ପାଖରେ ହାରିଗଲି

ତୋ ଭିତରେ ସରିଗଲି, କି ଯାଦୁ କଲୁ सावरिया?

କି ଯାଦୁ କଲୁ सावरिया?

ଧିରେ, ଧିରେ, ଧିରେ ଏଇ ଜୀବନରେ ମୋର

କେତେବେଳେ ପାଦ ଥାପିଲୁ ତୋର?

ହାଁ, ତୁ ନଉ-ନଉ ନେଇଗଲୁ ଏଇ ମନ

ଜାଣେନା ମୁଁ କେବେ ହେଲା ଏ ପ୍ରେମ

ଫିରିଙ୍ଗି ବଉଦକୁ ବାନ୍ଧିଦେଲୁ ଦେଖୁ-ଦେଖୁ

ଫିରିଙ୍ଗି ବଉଦକୁ ବାନ୍ଧିଦେଲୁ ଦେଖୁ-ଦେଖୁ

ବରଷିଗଲା ସେ ପାଇ ତୋ ଛୁଆଁ

ଶହେ ଥିଲି ଶୂନ ହେଲି, ତୋ ପାଖରେ ହାରିଗଲି

ତୋ ଭିତରେ ସରିଗଲି, କି ଯାଦୁ କଲୁ सावरिया?

କି ଯାଦୁ କଲୁ सावरिया?

ଚୋରି, ଚୋରି, ଚୋରି ନିଦ ମୋର କଲୁ ଚୋରି

ପାରୁନାହିଁ ତୋ ପାଖରୁ ଫେରି

ହଁ, ସଫା, ସଫା, ସଫା ଏଇ ସପନରେ ମୋର

ଛାଇ ଛାଇ ଖାଲି ଚେହେରା ତୋର

ମିଟିମିଟି କଜଳରେ ଅଧା ଖୋଲା ପଲକରେ

ମିଟିମିଟି କଜଳରେ ଅଧା ଖୋଲା ପଲକରେ

ଲେଖିଲି ଲେଖିଲି ତୋରି ନାଁ

ଶହେ ଥିଲି ଶୂନ ହେଲି, ତୋ ପାଖରେ ହାରିଗଲି

ତୋ ଭିତରେ ସରିଗଲି, କି ଯାଦୁ କଲୁ सावरिया?

ହାଁ, କି ଯାଦୁ କଲୁ सावरिया?

କି ଯାଦୁ କଲୁ सावरिया?

More From Swayam padhi/Ananya Sritam Nanda/Baidyanath Dash

See alllogo