menu-iconlogo
huatong
huatong
swayam-padhi-chaligale-mo-thu-dura-ku-cover-image

Chaligale Mo Thu Dura Ku

Swayam padhihuatong
lolli1pophuatong
Lyrics
Recordings
ଚାଲିଗଲେ ମୋଠୁ ଦୂରକୁ ଜିଇଁ ପାରିବିନି ମୁଁ

ଛାଡିଦେଲେ ତୁ ମୋ ହାତକୁ ଜିଇଁ ପାରିବିନି ମୁଁ

କହୁ ପଛେ ଯାହା ମତେ ଏ ଦୁନିଆଁ

ତୋର କେବଳ ମୁଁ ହିଁ ମୁଁ

ଚାଲିଗଲେ ମୋଠୁ ଦୂରକୁ ଜିଇଁ ପାରିବିନି ମୁଁ

ଜିଇଁ ପାରିବିନି ମୁଁ

ଶୋଇଲେ ବସିଲେ ଚାରିଆଡେ ତୋ ଚେହେରା

ନାହୁଁ ତୁ ପାଖରେ, ଲାଗେ ବେସାହାରା

ତୁ ଥିଲୁ ପାଖରେ ଲାଗୁଥିଲା ନିଆଁରା

ତୋ ବିନା ଏ ବାଟ ଲାଗେ ଦୁଃଖଭରା

ବନ୍ଧୁତା ନା ପ୍ରେମ, କି ୟାର ନାମ?

ଦେଇଦେ ଉତ୍ତର ତୁ

ଚାଲିଗଲେ ମୋଠୁ ଦୂରକୁ ଜିଇଁ ପାରିବିନି ମୁଁ

ଜିଇଁ ପାରିବିନି ମୁଁ

ଏ ଆଖି ଥାଇ ବି ଚାଲୁଚି ଅନ୍ଧ ପରି

ତୋ ଛକିରେ ଥକି ଗଲି ମୁଁ ହାରି

ଉପରେ ଜିଉଁଛି ଭିତରେ ମରି-ମରି

ଶରୀର ଚାହିଁଛି, ଆତ୍ମା ଆସୁ ଫେରି

ପ୍ରିୟା ବିନା ପ୍ରିୟ ରହିବ କି କହ

ମୋ ପାଖକୁ ଫେରିଆ ତୁ

ଚାଲିଗଲେ ମୋଠୁ ଦୂରକୁ ଜିଇଁ ପାରିବିନି ମୁଁ

ଜିଇଁ ପାରିବିନି ମୁଁ

ଜିଇଁ ପାରିବିନି ମୁଁ

ଜିଇଁ ପାରିବିନି ମୁଁ

More From Swayam padhi

See alllogo