ହେଁ ମାଧବ........0:23
ହେଁ ମାଧବ.........0:35
ମାଧବ....ଅ....0:45
ହା କୃଷ୍ଣ ବୋଲି ଯାଉ ଜୀବ.......58
ହା କୃଷ୍ଣ ବୋଲି....ଯାଉ ଜୀବ..1:10
ଜନମ, ଜିବନ ,ମରଣ, ଅନାଦି, ପରମ ,କାରଣ
ତା ହାତେ ଗଢୁଛି ଭାଙ୍ଗୁଛି, ଶୂନ୍ୟ ସ୍ଥାନ କରି ପୁରଣ,
ପାପ ଧୋଇ ଯିବ,ପୂଣ୍ୟ ମିଳିଯିବ,
ମରିଗଲା ପରେ„ ସରଗ କୁ ଯିବ „
ପାପ ଧୋଇ ଯିବ,ପୂଣ୍ୟ ମିଳିଯିବ„
ମରିଗଲା ପରେ„ ସରଗ କୁ ଯିବ„
ଯିଏ ପଡୁଥିବ… ଭାଗବତ....…~~
ହା କୃଷ୍ଣ ବୋଲି ଯାଉ ଜୀବ
ହା କୃଷ୍ଣ ବୋଲି....ଯାଉ ଜୀବ
ହେଁ ମାଧବ...….
ହା କୃଷ୍ଣ ବୋଲି ଯାଉ ଜୀବ……
ହା କୃଷ୍ଣ ବୋଲି....ଯାଉ ଜୀବ……
ପୁଅ =ଆ... ଆ... ଆ... ଆ...
ଝିଅ =ଆ... ଆ... ଆ... ଆ...
ଝିଅ =ଆ... ଆ... ଆ... ଆ...
କଉ ଫୁଲ ପାଇଁ ,କାହାର ଅଗଣା,
କଉ ବାଟେ ଅଛି ,କାହାର ଠିକଣା...
ଏଇ ମଣିଷକୁ„ ଶେକଥା ଅଜଣା „
ଶବୁ କଥା ସେଇଁ„ ବିଧାତା କୁ ଜଣା „
ଭାଗ୍ୟ ର କବାଟ „ଆପେ ଖୋଲି ଯିବ
ଜିବନ ଟା ତାର, ଧନ୍ୟ ହେଇଯିବ ,
ଭାଗ୍ୟ ର କବାଟ, ଆପେ ଖୋଲି ଯିବ,
ଜିବନ ଟା ତାର ,ଧନ୍ୟ ହେଇଯିବ,
ସିଏ ଶୁଣୁଥିବ ଭାଗବାତ....~~
ହା କୃଷ୍ଣ ବୋଲି ଯାଉ ଜୀବ.....
ହା କୃଷ୍ଣ ବୋଲି....ଯାଉ ଜୀବ
ହେଁ ମାଧବ....…
ହା କୃଷ୍ଣ ବୋଲି ଯାଉ ଜୀବ..... ଅ……/
ହା କୃଷ୍ଣ ବୋଲି.... ଯାଉ.... ଜୀବ.