Welcome to ꧁☆♥♪🅡🅢🅡🅞🅨🅐🅛♪♥☆꧂ track collection
plz follow me and support for new odia track
I feel you, I feel you
I miss you, I miss you
I love yo, I love you
ସାଥିରେ, ସାଥିରେ
ମୁଁ ହଜି ଯାଇଛି, ହଜି ଯାଇଛି
ମୁଁ ଭିଜି ଯାଇଛି, ଭିଜି ଯାଇଛି
ତୋ ଭିଜା ଭିଜା ସ୍ମୃତି ରେ
ତୋ धड़कन ର ଧୂନ୍, ମୋ ଛାତିରେ
ତୋ धड़कन ର ଧୂନ୍, ମୋ ଛାତିରେ
ତୋ धड़कन ର ଧୂନ୍, ମୋ ଛାତିରେ
ତୋ धड़कन ର ଧୂନ୍, ମୋ ଛାତିରେ
Welcome to ꧁☆♥♪🅡🅢🅡🅞🅨🅐🅛♪♥☆꧂ track collection
plz follow me and support for new odia track
ଭଲ ପାଇବା ର, ପୃଥିବୀ ଉପରେ
ପାଦ ମୋ ଯାଇଛି ପଡି
ତୋ ବିନା ଜୀବନ
ଚିରା କାଗଜ ଟେ
ପବନ ରେ ଯାଏ ଉଡି
ତତେ ଭାବୁ ଭାବୁ ତରଳି ଯାଏ ମୁଁ
ଯେମିତି ମହମବତୀ
ଯେତେ ଦୂରେ ଥିଲେ ତୋ ନିଶ୍ବାସ ରେ
ତାତି ଯାଏ ସାରା ରାତି
କେବେ ଉଡ଼ି ଯାଉଛି
କେବେ ପଡି ଯାଉଛି
ମୋର ଏ କି ପରିସ୍ଥିତି ରେ
ତୋ धड़कन ର ଧୂନ୍, ମୋ ଛାତିରେ
ତୋ धड़कन ର ଧୂନ୍, ମୋ ଛାତିରେ
ତୋ धड़कन ର ଧୂନ୍, ମୋ ଛାତିରେ
ତୋ धड़कन ର ଧୂନ୍, ମୋ ଛାତିରେ
Welcome to ꧁☆♥♪🅡🅢🅡🅞🅨🅐🅛♪♥☆꧂ track collection
plz follow me and support for new odia track
ଆଜି କାଲି ଆଉ, ଏକା ରହିବାକୁ
ନିଜଠି ବିଶ୍ୱାସ ନାହିଁ
ଇଚ୍ଛା ହୁଏ ଖାଲି
ବାଟ ଚାଲିବାକୁ
ହେଇ ତୋ ଦେହ ର ଛାଇ
ଆଜି କାଲି ଆଉ ସ୍ବପ୍ନ ଦେଖିବାକୁ
ରାତି ମୋର ଦରକାର ନାହିଁ
ଖୋଲା ଆଖି ରେ ବି ସପନ ଆସଇ
ତତେ ହିଁ ସାଥି ରେ ନେଇ
ମୁଁ ଝରି ଯାଉଛି
ମୁଁ ଖେଳି ଯାଉଛି
ମୋର ଏକି ଅନୁଭୂତି ରେ
ତୋ धड़कन ର ଧୂନ୍, ମୋ ଛାତିରେ
ତୋ धड़कन ର ଧୂନ୍, ମୋ ଛାତିରେ
ତୋ धड़कन ର ଧୂନ୍, ମୋ ଛାତିରେ
ତୋ धड़कन ର ଧୂନ୍, ମୋ ଛାତିରେ