menu-iconlogo
huatong
huatong
avatar

Jaga Kariyare

Bhikari Balhuatong
slivings2544huatong
Letras
Grabaciones
ଜଗା କାଳିଆରେ ଜଗା କାଳିଆରେ

ଜଗା କାଳିଆରେ ଜଗା କାଳିଆରେ

କରୁ କେତେ ହରବର

ତୋର ନାମ ଧରି ହେଲି ଏତେ ସରି

ତୋର ନାମ ଧରି ହେଲି ଏତେ ସରି

ଦୁଃଖ ନ ବୁଝିଲୁ ମୋର ରେ

ଜଗା କାଳିଆରେ ଜଗା କାଳିଆରେ

ଜଗା କାଳିଆରେ ଜଗା କାଳିଆରେ

ଦେଖିଲେ ତୋ ମୁଖ ଘୁଞ୍ଚିଯାଏ ଦୁଃଖ ଏ କଥା ଶୁଣିଛି ମୁହିଁ

ଶ୍ରୀଅଙ୍ଗକୁ ତୋର ଛୁଇଁଦେଲେ ପରା ପାପ ସବୁ ଯାଏ ଧୋଇ

କପଟ ନ କରି କୁହ ସତ କରି

କପଟ ନ କରି କୁହ ସତ କରି

କିବା ଦୋଷ ଅଛି ମୋର ରେ

ଜଗା କାଳିଆରେ ଜଗା କାଳିଆରେ

ଜଗା କାଳିଆରେ ଜଗା କଳିଆରେ

ସୁଖବେଳେ ଦିନେ ଖୋଜି ତ ନଥିଲି

ଦୁଃଖରେ ଶରଣ ଗଲି

ମାର ଅବା ରଖ ଆହେ କଳା ମୁଖ ତୋତେ ମୁଁ ଭରସା କଲି

ସୁଖବେଳେ ଦିନେ ଖୋଜି ତ ନଥିଲି

ଦୁଃଖରେ ଶରଣ ଗଲି

ମାର ଅବା ରଖ ଆହେ କଳା ମୁଖ ତୋତେ ମୁଁ ଭରସା କଲି

ଆଉ ନିଦାରୁଣ ନ ହୁଅ କାଳିଆ

ଆଉ ନିଦାରୁଣ ନ ହୁଅ କାଳିଆ

ଗୋଡ ଧରୁଛି ତୋହରରେ

ଜଗା କାଳିଆରେ ଜଗା କାଳିଆରେ

ଜଗା କାଳିଆରେ ଜଗା କାଳିଆରେ

କରୁ କେତେ ହରବର

ତୋର ନାମ ଧରି ହେଲି ଏତେ ସରି

ତୋର ନାମ ଧରି ହେଲି ଏତେ ସରି

ଦୁଃଖ ନ ବୁଝିଲୁ ମୋରରେ

ଜଗା କାଳିଆରେ ଜଗା କାଳିଆରେ

ଜଗା କାଳିଆରେ ଜଗା କାଳିଆରେ

ଜଗା କାଳିଆରେ ଜଗା କାଳିଆରେ

Más De Bhikari Bal

Ver todologo
Jaga Kariyare de Bhikari Bal - Letras y Covers