ଝି-ସାଧବ ପୁଅରେ ସାଧବ ପୁଅ..ଅ..ଅ..ଅ..ଅ କେବେ ଆସିବୁ କହ
ପୁ-ମୋ ସିନ୍ଦୁର ସଉଦା ସରିଲାଣି
ସୁନା ସଵାରୀ ସଜେଇ ସାରିଲିଣି
ମୁ ଆସୁଚି ଆସୁଚି ଟିକେ ରହ..
ଝି-ସାଧବ ପୁଅରେ ସାଧବ ପୁଅ..ଅ..ଅ..ଅ..ଅ କେବେ ଆସିବୁ କହ
ପୁ-ଫୁଲ ରାଣୀ ଲୋ..ଓ...
ଫଗୁଣରୁ ରଙ୍ଗ ଆଣିଲୋ...ଓ..
ପାଦରେ ତୋ ଦେବି ଟାଣି ଲୋ...ଓ..
ଝି-ପାଦ ମୋର ଝୁମି ଝୁମି ଝୁମି ନାଚୁଛି
ପବନେ ମୋ ଝୁଲି ଝୁଲି ଝୁଲି ଯାଉଛି
ପୁ-ସାଧବାଣୀ ଲୋ...ଓ..
ମନ କଥା ତୋର ଜାଣିଲୋ....ଓ..
ଆଣିବି ମୁଁ ତତେ ଟାଣି ଲୋ...ଓ ଓ
ଝି-ଟାଣି ହେଇ ଛାଁ ଛାଁ ଛାଁ ଯାଉଚି
ତତେ ପୁଣି ଆ ଆ ଆ ଡାକୁଚି
ପୁ-ରୁପା ପଲଙ୍କ ଗଢେଇ ରଖିଲିଣି
ସୁନା ପାଲିଙ୍କି ଦୁଆରେ ରହିଲାଣି
ମୁ ଆସୁଚି ଆସୁଚି ଟିକେ ରହ...
ଝି-ସାଧବ ପୁଅରେ ସାଧବ ପୁଅ..ଅ.ଅ.ଅ.ଅ କେବେ ଆସିବୁ କହ
ଝି-ଋତୁ ରାଜା ରେ...ଏ..
ତୋ ପ୍ରେମରେ ମତେ ଭିଜାରେ...ଏ..
ତୋ ସପନେ ମତେ ସଜା ରେ...ଏ..
ପୁ-ସପନ ମୋ ସୁନା ସୁନା ସୁନା ଲାଗୁଚି
ତୋ ଚେହେରା ଚିହ୍ନା ଚିହ୍ନା ଚିହ୍ନା ଲାଗୁଚି
ଝି-ବାଲି ରାଜା ରେ...ଏ...
ବାହା ବାଜା ଥରେ ବଜାରେ...ଏ..
ପଡ଼ିଲାଣି ତୋର ଖୋଜାରେ...ଏ..ଏ..
ପୁ-ତତେ ଆଜି ଖୋଜି ଖୋଜି ଖୋଜି ପାଇଚି
ମେଘ ନାହିଁ ଭିଜି ଭିଜି ଭିଜି ଯାଉଚି
ଝି-ଲାଜ ରଙ୍ଗର ଓଢ଼ଣା ଟାଣିଲିଣି
ହସ ଫୁଲର ଗହଣା ପିନ୍ଧିଲିଣି
ମୁ ଆସୁଚି ଆସୁଚି ଟିକେ ରହ..
ପୁ-ସାଧବ ଝିଅଲୋ ସାଧବ ଝିଅ..ଅ..ଅ..ଅ..ଅ କେବେ ଆସିବୁ କହ