menu-iconlogo
huatong
huatong
avatar

Premara hauchi jaya

Ira Mohantyhuatong
nisha_kenilworthhuatong
Letras
Grabaciones
ଝିଅ: ହୋ ହୋ ହୋ ହୋ ହୋ ହୋ

ହୋ ହୋ ହୋ ହୋ ହୋ ହୋ

ଝିଅ: ତୋ ପରି ପୁଅ ଅଛନ୍ତି ବୋଲି ତ

ପ୍ରେମର ହଉଚି ଜୟ

ତୋ ପାଦ ତଳେ ଜାଗା ମାଗି ଥିଲି

ତୁ ଛାତିରେ ଦେ ଲୁ ଆଶ୍ରୟ

ହୋ ହୋ ହୋ ହୋ ହୋ ହୋ

ହୋ ହୋ ହୋ ହୋ ହୋ ହୋ

ପୁଅ: ତୋ ପରି ଝିଅ ଅଛନ୍ତି ବୋଲି ତ

ପ୍ରେମର ହଉଚି ଜୟ

ତୋ ହାତ ଟିକେ ତତେ ମାଗିଥିଲି

ତୁ ଦେଇଦେଲୁ ତୋ ହୃଦୟ

ହୋ ହୋ ହୋ ହୋ ହୋ ହୋ

ହୋ ହୋ ହୋ ହୋ ହୋ ହୋ

ଝିଅ: ଖୋଜିବା ଆଗରୁ ତୁ

ମୋ ପାଖେ ଆସିଯାଉ

କଣ୍ଟା କାଢି~ ବାଟସାରା

ଫୁ ଲ ତୁ ବୁଣି ଦଉ

ପୁଅ: ସପନ ନ ଆସୁନୁ

ତୁ ଆସି ଦିଶି ଯାଉ

ପ୍ରେମ ଦୀପ ଜାଳିଦେ~ଇ

ଖୁସି ଦେଇ ଚାଲିଯାଉ

ମୁହୂର୍ତ୍ତ ଟେ ତତେ ମାଗିଥିଲି

ଦେଲୁ ତୁ ସବୁ ସ ମୟ

ପୁଅ: ହୋ ହୋ ହୋ ହୋ ହୋ ହୋ

ହୋ ହୋ ହୋ ହୋ ହୋ ହୋ

ଝିଅ: ହୋ ହୋ ହୋ ହୋ ହୋ ହୋ

ହୋ ହୋ ହୋ ହୋ ହୋ ହୋ

ପୁଅ: ତୋ ପାଦ ପଡିଗଲା

ବଦଳିଲା ମୋ ଭାଗ୍ୟ

ଧୀରେ ଧିରେ ତୋ ପାଇଁ

ହେଇଗଲି କିଛି ଯୋଗ୍ୟ

ଝିଅ: କଞ୍ଚା ମାଟି ଦେହରେ ମୋ

ବୋଳିଦେଲୁ କି ରଙ୍ଗ

ସେଇ ରଙ୍ଗ ଆଣିଦେଲା

ଏଇ ଆମ ସଂଯୋଗ

ତୁ ସାହାରା ଟିକେ ମୁଁ ମାଗିଥିଲୁ

ତୁ ହେଲୁ ମୋର ପରିଚୟ

ଝିଅ: ହୋ ହୋ ହୋ ହୋ ହୋ ହୋ

ହୋ ହୋ ହୋ ହୋ ହୋ ହୋ

ପୁଅ: ହୋ ହୋ ହୋ ହୋ ହୋ ହୋ

ହୋ ହୋ ହୋ ହୋ ହୋ ହୋ

ଝିଅ: ହୋ ହୋ ହୋ ହୋ ହୋ ହୋ

ହୋ ହୋ ହୋ ହୋ ହୋ ହୋ

ପୁଅ: ହୋ ହୋ ହୋ ହୋ ହୋ ହୋ

ହୋ ହୋ ହୋ ହୋ ହୋ ହୋ

Más De Ira Mohanty

Ver todologo