menu-iconlogo
huatong
huatong
avatar

Sajani Sajani Kalachanda Prema

Ira Mohantyhuatong
raybari_2huatong
Letras
Grabaciones
ସଜନୀ

ସଜନI

ସଜନୀ

କଳା ଚାନ୍ଦ ପ୍ରେମ ମୋତେ ବାଇ କଲାଣି ଲୋ

କଳା ଚାନ୍ଦ ପ୍ରେମ ମୋତେ ବାଇ କଲାଣି

ମୁଁ ଯେ ପ୍ରେମ ମଇ ଚୋକରି

ମିଛେ ମଲିଣି ତାକୁ ଝୁରି

ମୁଁ ଯେ ପ୍ରେମ ମଇ ଚୋକରି

ମିଛେ ମଲିଣି ତାକୁ ଝୁରି

ଆକାଶର ଚାନ୍ଦ କି କେବେ ଧରା ଦେଲାନି

ଓ...

ସଜନୀ

ସଜନୀ

ସଜନୀ

କଳା ଚାନ୍ଦ ପ୍ରେମ ମୋତେ ବାଇ କଲାଣି ଲୋ

କଳା ଚାନ୍ଦ ପ୍ରେମ ମୋତେ ବାଇ କଲାଣି

ସା ସା ନି ସା ପା ନି ସା ନି ସା ରେ ରେ ସା ରେ ନି ସା ରେ ସା ରେ

ଗା ଗା ରେ ଗା ସାରେ ଗା ରେଗା ପାରେ ମା ଗା ଧା ନି ପା

ସ୍ୱପ୍ନର ଭୂଇଁ

ଚନ୍ଦନ ପାଣିରେ ତା ନାମ ଲେଖୁଛି

ତୁଳସୀ ପତରେ ଶ୍ରୀମୁଖ ଦେଖୁଛି

କଜଳ ଗାରରେ ତା ରୂପ ନାଚୁଛି

ସିଂଥିର ସିନ୍ଦୁରେ ସିଏ ଲୋ ହସୁଛି

ସଖି କୁଆଡେ ମୁଁ ଚାହୁଁଛି

ଜଗନ୍ନାଥ ମୟ ଦିଶୁଛି

ସଖି କୁଆଡେ ମୁଁ ଚାହୁଁଛି

ଜଗନ୍ନାଥ ମୟ ଦିଶୁଛି

ମୋ ଆଖିରୁ ନିଦ ଲୋ ସିଏ

ନେଇ ଗଲାଣି ଓ....

ସଜନୀ

ସଜନୀ

ସଜନୀ

କଳା ଚାନ୍ଦ ପ୍ରେମ ମୋତେ ବାଇ କଲାଣି ଲୋ

କଳା ଚାନ୍ଦ ପ୍ରେମ ମୋତେ ବାଇ କଲାଣି

ସା ସା ନି ସା ପା ନି ସା ନି ସା ରେ ରେ ସା ରେ ନି ସା ରେ ସା ରେ

ଗା ଗା ରେ ଗା ସାରେ ଗା ରେଗା ପାରେ ମା ଗା ଧା ନି ପା

ମୋହନ ବଇଁଶୀ ସାତ ସୁରେ ବନ୍ଧା

ସାତ ଗୋଟି ମୀରା ସାତ ଗୋଟି ରାଧା

ଅଧା ଗଢ଼ା ଦିଅଁ ଭାବ ତାର ଅଧା

ସେ କାହୁଁ ହୋଇବ ମୋ ପ୍ରେମରେ ଛନ୍ଦା

ସିଏ ସାଗର ମୁଁ ଯେ ନଈ

ଯାଏ ତା ପାଇଁ ବହି ବହି

ସିଏ ସାଗର ମୁଁ ଯେ ନଈ

ଯାଏ ତା ପାଇଁ ବହି ବହି

ସଙ୍ଗମର ମୁହାଣ ଖୋଜି ଝୁରି ମଲିଣି ଓ

ସଜନୀ

ସଜନୀ

ସଜନୀ

କଳା ଚାନ୍ଦ ପ୍ରେମ ମୋତେ ବାଇ କଲାଣି ଲୋ

କଳା ଚାନ୍ଦ ପ୍ରେମ ମୋତେ ବାଇ କଲାଣି

ମୁଁ ଯେ ପ୍ରେମ ମଇ ଚୋକରି

ମିଛେ ମଲିଣି ତାକୁ ଝୁରି

ମୁଁ ଯେ ପ୍ରେମ ମଇ ଚୋକରି

ମିଛେ ମଲିଣି ତାକୁ ଝୁରି

ଆକାଶର ଚାନ୍ଦ କି କେବେ ଧରା ଦେଲାନି

ହୋ...

Más De Ira Mohanty

Ver todologo