ମୁଁ କହିଲେ ତୁ କହିବୁ
ତୁ କହିଲେ ମୁଁ
I love you
I love you
ଆରେ, ତୋ ହାତରେ ମୁଁ ଲେଖିବି
ମୋ ହାତରେ ତୁ
I love you
I love you
I love you
I love you (I love you)
ମନକୁ କରିଦେବା ଛିଟ ପ୍ରଜାପତି
ଉଡ଼ି-ଉଡ଼ି ବୁଲୁଥିବା ଆମେ ଦିନ, ରାତି
ହଁ, ମନକୁ କରିଦେବା ଛିଟ ପ୍ରଜାପତି
ଉଡ଼ି-ଉଡ଼ି ବୁଲୁଥିବା ଆମେ ଦିନ, ରାତି
ଆରେ, ତୁ କହିବୁ ମୋ କାନରେ
ତୋ କାନରେ ମୁଁ
I love you
I love you
I love you
I love you
ମାନିବାନି ଆମେ ଖରା, ବରଷା କି ଶୀତ
ତୁ ହବୁ ମୋର ମିତ
ମୁଁ ତୋର ଗୀତ
ମାନିବାନି ଆମେ ଖରା, ବରଷା କି ଶୀତ
ତୁ ହବୁ ମୋର ମିତ
ମୁଁ ତୋର ଗୀତ
ଆରେ, ସେଇ ଗୀତର ତାଳେ-ତାଳେ ଗାଇଯିବି ମୁଁ
I love you
I love you
I love you
I love you
ଆରେ, ମୁଁ କହିଲେ ତୁ କହିବୁ
ତୁ କହିଲେ ମୁଁ
I love you
I love you
I love you
I love you