menu-iconlogo
huatong
huatong
Letras
Grabaciones
ଝି-ବଡ ପଇଡ଼ ଭାରି ମଧୁର ବିଲୁଆ ଚତୁର

ମୁଁ ଚାକ ଚିକଣ ଧଳା ସିଲଟ,ତୁ ଅଡୁଆ ଅକ୍ଷର

ଡାଁ କାନ୍ଧର ମୋ ଟିପା କଳା ଯାଇ

ତାକୁ ଦେଲେ ଛୁଇଁ ଯାଏ ଶୀତେଇ

ଛାଁ ଗଲେ ପାଖେ ତୋ ଆଖ ପାଖେ

ଝାଳ ବୋହିଯିବ ପୁରା ଗମ୍ ଗମ୍

ପୁ-ମତେ ଲାଲ୍ ଟହ ଟହ ଦେଇ ଗୋଲାପ କଲୁ ବଦନାମ୍

ମତେ ଲାଲ୍ ଟହ ଟହ ଦେଇ ଗୋଲାପ କଲୁ ବଦନାମ୍

ଝି-ହାଏ ତୁ ଲାଲ୍ ଟହ ଟହ ନେଇ ଗୋଲାପ ହେଲୁ ବଦନାମ୍

୧ମ ଅନ୍ତରା ଆରମ୍ଭ -[01:48-02:39]

ଝି-ମୁଁ ପତଲୀ ପାନିଆ,

ପିତା ପିରିଖ ମୁନିଆ

ଛୁଁ ଛୁଁ ଯିବି ଗଳି

ମୁଁ ମହୁଲି ସିରିଞ୍ଚି

କନା ଟେଲର କଇଁଚି

ପୁ-ତୁ ଗୋଟେ ଅଡୁଆ ଦେ ବୁଲେଇ ମୋ ଛାତିର ରଫୁ ସିଲେଇ

ଦେଲୋ ଫିଟେଇ ହାଁ...

ଝି-ମୋର ଚେଙ୍ଗ ରାଶି ଚୁଙ୍ଗୁ ଚୁଙ୍ଗୁ ବେଶୀ

ଚାହାଣି ମୋ ଚିନ୍ହିଲୁନି ଚୁଇଁଗମ୍

ପୁ-ମତେ ଲାଲ୍ ଟହ ଟହ ଦେଇ ଗୋଲାପ କଲୁ ବଦନାମ୍

ମତେ ଲାଲ୍ ଟହ ଟହ ଦେଇ ଗୋଲାପ କଲୁ ବଦନାମ୍

ଝି-ହାଏ ତୁ ଲାଲ୍ ଟହ ଟହ ନେଇ ଗୋଲାପ ହେଲୁ ବଦନାମ୍

୨ୟ ଅନ୍ତରା ଆରମ୍ଭ -[03:11-01:17]

ପୁ-ତୋ ନସର ଫସର

ଖୁସା ଟସର କାନି କୁ

ମୋ ଗାଲରେ ଦେ ବଜେଇ

ମୋ ଟୁଙ୍ଗୁରୁ ପୁଙ୍ଗୁରୁ

କୁନି ନୁଁଙ୍ଗୁରା ମନଟା

ଝି-ହା ଟିକିଲି ଅଠା ଲଗେଇ ତାକୁ ନହୁଲି ମଥାରେ ମୋର

ଦେବି ଲଗେଇ..

ପୁ-ଅଣ୍ଟା ବଙ୍କା ତେଢା କାଚ ଗୋଲୀ ସୋଡା

ଚାହିଁଦେଲେ ନିଶା ଚଢେ ଝମ୍ ଝମ୍

ପୁ-ମତେ ଲାଲ୍ ଟହ ଟହ ଦେଇ ଗୋଲାପ କଲୁ ବଦନାମ୍

ପୁ+ଝି-ହାଏରେ ମତେ ଲାଲ୍ ଟହ ଟହ ଦେଇ ଗୋଲାପ କଲୁ ବଦନାମ୍ (ହାଏରେ ତୁ ଲାଲ୍ ଟହ ଟହ ନେଇ ଗୋଲାପ ହେଲୁ ବଦନାମ୍)

ପୁ-ହାଏ ରେ ମତେ ଲାଲ୍ ଟହ ଟହ ଦେଇ ଗୋଲାପ କଲୁ ବଦନାମ୍

ଝି- ହାଏ ହାଏ ହାଏ ତୁ ଲାଲ୍ ଟହ ଟହ ନେଇ ଗୋଲାପ ହେଲୁ ବଦନାମ୍

༒ଥାଙ୍କ ୟୁ & ଜୟ ଜଗନ୍ନାଥ ༒

Más De Mantu Chhuria/Aseema Panda

Ver todologo