menu-iconlogo
huatong
huatong
namita-agrawal-keun-nama-dhari-cover-image

Keun Nama Dhari

Namita Agrawalhuatong
pannahmhuatong
Letras
Grabaciones
ଜୟ ଜଗନ୍ନାଥ

କେଉଁ ନାମ ଧରି

ତୁମରି ନାମ ତୁମରି ପ୍ରେମ ଭରିଛି ଶକ୍ତି ସଂଯମ

ତୁମରି ନାମ ତୁମରି ପ୍ରେମ ଭରିଛି ଶକ୍ତି ସଂଯମ

ତୁମେ ସଂକଳ୍ପ ତୁମେ ବିକଳ୍ପ

ତୁମେ ସଂକଳ୍ପ ତୁମେ ବିକଳ୍ପ

ତୁମେ ଅନାଦି ଅସୀମ

ତୁମେ ଅଶେଷ ତୁମେ ଅସଂଖ୍ୟ

ତୁମେ ଅଶେଷ ତୁମେ ଅସଂଖ୍ୟ

ତୁମେ ଆରମ୍ଭ ଅନ୍ତିମ

କେଉଁ ନାମ ଧରି ଡାକିବୁ ତୁମକୁ

ତୁମେ ଯେ ସର୍ବ ନାମ

କେଉଁ ନାମ ଧରି ଡାକିବୁ ତୁମକୁ

ତୁମେ ଯେ ସର୍ବ ନାମ

କେଉଁ ନାମ ଧରି...

ଭାବପୁର୍ଣ ଜଗନ୍ନାଥ ପ୍ରାଥନା

ଆଲୋକ ତୁମକୁ ନପାରେ ଦେଖାଇ

ଆଲୋକ ତୁମକୁ ନପାରେ ଦେଖାଇ

ତୁମେ ଯେ ଦେଖାଅ ତାହାରେ

ଆଃ ଆଃ ଆଃ ଆଃ ଆଃ

ତୁମେ ଯେ ବେଡ଼ିଛ କୋଟି ବିଶ୍ୱର

ତୁମେ ଯେ ବେଡ଼ିଛ କୋଟି ବିଶ୍ୱର

ସବୁରି ଭିତରେ ବାହାରେ

ସକଳ ପରାଣ ଝୁରଇ ତୁମକୁ

ତୁମେ ହେ ବିଶ୍ୱ ପ୍ରାଣ ଅ ଅ ଅ ଅ ଅ ଅ

କେଉଁ ନାମ ଧରି ଡାକିବୁ ତୁମକୁ

ତୁମେ ଯେ ସର୍ବ ନାମ

କେଉଁ ନାମ ଧରି...

ଜୟ ଜଗନ୍ନାଥ

ଲୁହ ହୋଇ ତୁମେ ଝରି ପଡ ପରା

ଲୁହ ହୋଇ ତୁମେ ଝରି ପଡ ପରା

କେତେ ନୟନ ର କୋଣରୁ

ଆଃ ଆଃ ଆଃ ଆଃ ଆଃ

ହସ ହୋଇ ପୁଣି ଫୁଲ ପରି ଫୁଟ

ହସ ହୋଇ ପୁଣି ଫୁଲ ପରି ଫୁଟ

କେତେ ଯେ ନରମ ଅଧରୁ

ସବୁରି ଅନ୍ତରେ ଭରୀ ଦିଅ ପ୍ରଭୁ

ତୁମେ ହିଁ ଅମୃତ ପ୍ରେମ

କେଉଁ ନାମ ଧରି ଡାକିବୁ ତୁମକୁ

ତୁମେ ଯେ ସର୍ବ ନାମ

କେଉଁ ନାମ ଧରି...

ହେ ପ୍ରଭୁ ଅଧମ କୁ କ୍ଷମା କର...

Más De Namita Agrawal

Ver todologo