menu-iconlogo
huatong
huatong
namita-agrawal-sindure-sindure-nali-album--jay-bira-han-cover-image

SINDURE SINDURE NALI ସିନ୍ଦୂରେ ସିନ୍ଦୂରେ ନାଲି Album- Jay Bira Han

Namita Agrawalhuatong
❤⃝🕊🅑🅐🅓🅐🅛💙⃝🕊ˡᵒ9❤⃝🕊huatong
Letras
Grabaciones
@ UPLOADING BY-

꧁🌸🅑🅐🅓🅐🅛🌸꧂

🎼BADAL MUSIC CARE🎼

ROOM ID ;-470457

ସିନ୍ଦୂରେ ସିନ୍ଦୂରେ~~ସିନ୍ଦୂରେ ସିନ୍ଦୂରେ ନାଲି ନାଲି

ଜୟ ବଜରଙ୍ଗ ବଲୀ, ଜୟ ହେ ଜୟ ବଜରଙ୍ଗ ବଲୀ

ଜାଳୁଛି ଆଳତି, କରୁଛି ମିନତୀ

ଜାଳୁଛି ଆଳତି, କରୁଛି ମିନତୀ

ତୁମେ ତ ଶୁଣିବ ବୋଲି,

ଜୟ ହେ~~~ଜୟ ବଜରଙ୍ଗ ବଲୀ

ସିନ୍ଦୂରେ ସିନ୍ଦୂରେ~~~ସିନ୍ଦୂରେ ସିନ୍ଦୂରେ ନାଲି ନାଲି

ଜୟ ବଜରଙ୍ଗ ବଲୀ, ଜୟ ହେ ଜୟ ବଜରଙ୍ଗ ବଲୀ

@ RUQUESTED BY-

꧁SURAJ꧂

🎼BADAL MUSIC CARE🎼

ROOM ID ;-470457

ଲୋଡା ନାହିଁ ମୋର ବିଶଲ୍ୟ କରଣୀ, ନୁହେଁ ମୁଁ ଲକ୍ଷ୍ମଣ ବୀର

ଲୋଡା ଟିକେ ତୁମ କରୁଣା ଚାହାଣି, ମାଗେ ମୁଁ ଅଧମ ଛାର

🙏🙏🙏🙏💐💐💐🙏🙏🙏🙏

ଲୋଡା ନାହିଁ ମୋର ବିଶଲ୍ୟ କରଣୀ, ନୁହେଁ ମୁଁ ଲକ୍ଷ୍ମଣ ବୀର

ଲୋଡା ଟିକେ ତୁମ କରୁଣା ଚାହାଣି, ମାଗେ ମୁଁ ଅଧମ ଛାର

ତୁମେ ହନୁମାନ ବିପଦ ଭଞ୍ଜନ

ତୁମେ ହନୁମାନ ବିପଦ ଭଞ୍ଜନ

ରାମାୟଣେ ଶୁଣିଥିଲି,

ଜୟ ହେ... ଜୟ ବଜରଙ୍ଗ ବଲୀ

ସିନ୍ଦୂରେ ସିନ୍ଦୂରେ.....ସିନ୍ଦୂରେ ସିନ୍ଦୂରେ ନାଲି ନାଲି

ଜୟ ବଜରଙ୍ଗ ବଲୀ, ଜୟ ହେ ଜୟ ବଜରଙ୍ଗ ବଲୀ

@ RUQUESTED BY-

꧁SURAJ꧂

🎼BADAL MUSIC CARE🎼

ROOM ID ;-470457

ତୁମ ପରି ମୁଁ ଯେ ଭକତି ପରୀକ୍ଷା,ଦେଇ ନାହିଁ ଛାତି ଚିରି

ଭକତି ନଥାଇ ଭରଷା କରିଛି, ତୁମ ନାମ ତୁଣ୍ଡେ ଧରି

🙏🙏🙏🙏💐💐💐🙏🙏🙏🙏

ତୁମ ପରି ମୁଁ ଯେ ଭକତି ପରୀକ୍ଷା,ଦେଇ ନାହିଁ ଛାତି ଚିରି

ଭକତି ନଥାଇ ଭରଷା କରିଛି ତୁମ ନାମ ତୁଣ୍ଡେ ଧରି

ମାରିଲେ ମାରିବ ତାରିଲେ ତରୀବ ,

ମାରିଲେ ମାରିବ ତାରିଲେ ତରୀବ

ଚରଣେ ଶରଣ ଗଲି,

ଜୟ ହେ.. ଜୟ ବଜରଙ୍ଗ ବଲୀ

ସିନ୍ଦୂରେ ସିନ୍ଦୂରେ....ସିନ୍ଦୂରେ ସିନ୍ଦୂରେ ନାଲି ନାଲି

ଜୟ ବଜରଙ୍ଗ ବଲୀ, ଜୟ ହେ ଜୟ ବଜରଙ୍ଗ ବଲୀ

ଜୟ ହେ ଜୟ ବଜରଙ୍ଗ ବଲୀ

@ UPLOADING BY-

꧁🌸🅑🅐🅓🅐🅛🌸꧂

🎼BADAL MUSIC CARE🎼

ROOM ID ;-470457

Más De Namita Agrawal

Ver todologo