ମୋ ପ୍ରଭୁ ଜଗନ୍ନାଥ ସେଯେ କମଳା କାନ୍ତ 
ପୁରୁଷୋତ୍ତମ କ୍ଷେତ୍ର ବାସି 
ତା ନାମ ଗାଇ ଜୀବ ମୋ ଦିନ ସରିଯିବ 
ତା ନାମ ଗାଇ ଜୀବ ମୋ ଦିନ ସରିଯିବ 
ତା ପାଦପଦ୍ମ ଅଛି ଭରସି.... 
ମୋ ପ୍ରଭୁ ଜଗନ୍ନାଥ ସେଯେ କମଳା କାନ୍ତ 
ପୁରୁଷୋତ୍ତମ କ୍ଷେତ୍ର ବାସି 
Song request by ସବିତା ମା, ସଂଯୁକ୍ତା ମ୍ୟାଡମ୍ 
🙏 🌹JAGANNATH 🛐PREMI 🌹 🙏 
Room id 171653 
Time 9.00am 
ଯୁଗେ ଯୁଗେ ଶ୍ରୀହରି ଭକତ ଦୁଃଖ ହାରି 
ଭକତଙ୍କ ଦୁଃଖୀ ଜନ ପ୍ରାଣ 
ଯୁଗେ ଯୁଗେ ଶ୍ରୀହରି ଭକତ ଦୁଃଖ ହାରି 
ଭକତଙ୍କ ଦୁଃଖୀ ଜନ ପ୍ରାଣ 
କାହା ଦୁଃଖରେ ଦୁଃଖୀ କାହା ସୁଖରେ ସୁଖୀ 
କାହା ଦୁଃଖରେ ଦୁଃଖୀ କାହା ସୁଖରେ ସୁଖୀ 
ମୋ ପ୍ରାଣ ତାଙ୍କୁ ସମର୍ପିଛି 
ମୋ ପ୍ରଭୁ ଜଗନ୍ନାଥ ସେଯେ କମଳା କାନ୍ତ 
ପୁରୁଷୋତ୍ତମ କ୍ଷେତ୍ର ବାସି.. 
Song upload by laxman 
🙏 🌹 JAGANNATH 🛐 PREMI 🌹 🙏 
🌸🌼🌸🌼🌸🌼🌸🌼🌸🌼 
ତା ରୂପ ଦେଖି ଶାନ୍ତି ତା ନାମ ଗାଇ ମୁକ୍ତି 
ସେ ମୋହର ଗତି ମୁକ୍ତି ପ୍ରାଣ.. 
ତା ରୂପ ଦେଖି ଶାନ୍ତି ତା ନାମ ଗାଇ ମୁକ୍ତି 
ସେ ମୋହର ଗତି ମୁକ୍ତି ପ୍ରାଣ 
ଯୁଗ ଯୁଗର ସାଥୀ ଅଭେଦ ତାର ପ୍ରୀତି 
ଯୁଗ ଯୁଗର ସାଥୀ ଅଭେଦ ତାର ପ୍ରୀତି 
ତା ଛନ୍ଦା ଚରଣେ ମୁଁ ଦାସୀ 
ମୋ ପ୍ରଭୁ ଜଗନ୍ନାଥ ସେଯେ କମଳା କାନ୍ତ 
ପୁରୁଷୋତ୍ତମ କ୍ଷେତ୍ର ବାସି 
ତା ନାମ ଗାଇ ଜୀବ ମୋ ଦିନ ସରିଯିବ 
ତା ନାମ ଗାଇ ଜୀବ ମୋ ଦିନ ସରିଯିବ 
ତା ପାଦପଦ୍ମ ଅଛି ଭରସି.... 
ମୋ ପ୍ରଭୁ ଜଗନ୍ନାଥ ସେଯେ କମଳା କାନ୍ତ 
ଶ୍ରୀ କ୍ଷେତ୍ରେ ଦନେ କ୍ଷେତ୍ର ବାସି 
ପୁରୁଷୋତ୍ତମ କ୍ଷେତ୍ର ବାସି.. 
ପୁରୁଷୋତ୍ତମ କ୍ଷେତ୍ର ବାସି.. 
🙏🌹JAGANNATH 🛐PREMI 🌹 🙏 
🙏 🙏🙏🙏🙏🙏🙏🙏🙏🙏🙏🙏🙏