menu-iconlogo
huatong
huatong
odia-song-aalo-durga-maa-cover-image

Aalo Durga Maa

Odia songhuatong
10696049116955458huatong
Letras
Grabaciones
କରୁଣା ମୟୀ ତୁ କଲ୍ୟାଣ ମୟୀ ତୁ କୃପା ନୟନରେ ଚାହାଁ

ଦୁର୍ଗତି ନାଶିନୀ ସଙ୍କଟ ମୋଚନୀ ସିଂହ ବାହାନରେ ଆ...

ହଁ..କରୁଣା ମୟୀ ତୁ କଲ୍ୟାଣ ମୟୀ ତୁ କୃପା ନୟନରେ ଚାହାଁ

ଦୁର୍ଗତି ନାଶିନୀ ସଙ୍କଟ ମୋଚନୀ ସିଂହ ବାହାନରେ ଆ...

କେବେ ତୁ ଜନନୀ କେବେ ତୁ ଭଗିନୀ କେବେ ପୁଣି ତୁଲୋ ଜାୟା...

ଆଲୋ ଦୁର୍ଗା ମା..

ମର୍ତ୍ୟ କୁ ଓଲ୍ହେଇ ଆ...

ଆଲୋ ଦୁର୍ଗା ମା..

ମର୍ତ୍ୟ କୁ ଓଲ୍ହେଇ ଆ..

ତ୍ରେତୟା ଯୁଗରେ ରାଜା ରାମଚନ୍ଦ୍ର

ଶରଣ ପଶିଲେ ତୋ ଚରଣରେ

ହଁ..ମା ବନ ଦେବି ସାହା ହୋଇଥିଲୁ

ବିପଦ ବେଳରେ ଘୋର ବନରେ

ମାରିବା ପାଇଁକି ଦୁଷ୍ଟ ରାବଣକୁ ପ୍ରଭୁଙ୍କୁ ଦେଲୁଲୋ ରାହା...

ଆଲୋ ଦୁର୍ଗା ମା..

ମର୍ତ୍ୟ କୁ ଓଲ୍ହେଇ ଆ...

ଆଲୋ ଦୁର୍ଗା ମା..

ମର୍ତ୍ୟ କୁ ଓଲ୍ହେଇ ଆ...

ଦ୍ୱାପର ଯୁଗରେ ବିଜୁଳି କନ୍ୟାତୁ

କଂସକୁ ଦେଲୁଲୋ ମୃତ୍ୟୁ ଖବର

ହଁ..ଯୁଗେ ଯୁଗେ ମା ପାପିଙ୍କୁ ମାରିବ

ତପିଙ୍କୁ ତରିବା କାମ ତୋର

ଏ କଳି ଯୁଗରେ ଦଶ ଭୁଜା ରୂପେ ଦର୍ଶନ କରେ ଦୁନିଆ..

ଆଲୋ ଆଲୋ ମା..

ମର୍ତ୍ୟ କୁ ଓଲ୍ହେଇ ଆ..

ଆଲୋ ଆଲୋ ମା..

ମର୍ତ୍ୟ କୁ ଓଲ୍ହେଇ ଆ...

ଆଲୋ ଆଲୋ ମା..

ମର୍ତ୍ୟ କୁ ଓଲ୍ହେଇ ଆ...

ଆଲୋ ଆଲୋ ମା..

ମର୍ତ୍ୟ କୁ ଓଲ୍ହେଇ ଆ...

Más De Odia song

Ver todologo