ଭଗବାନ କୁମାର 7750839662
ଗୋରି କନିଆ କୁ ସଭିଏ ଖୋଜୁଚ
କାଳୀ କନିଆ କୁ କିଏ ବାହାହେବ
ଲାଇଟି ଲିଭି ଗଲେ ଅନ୍ଧାର ଭିତରେ
କାଳୀ ଗୋରୀ ଦିହେଁ ସମାନ ହେବ
ଭଗବାନ କୁମାର 7750839662
ସୁନ୍ଦରୀ ଝିଅ ଯେତେ ସବୁ ଚାଇନା କଣ୍ଢେଇ
ସାବେନି ଝିଅ ଯେତେ ସବୁ ଚିଲିକା ଚଢ଼େଇ
ଆ ଲୋ ଲୋ ଲୋ ସୁନ୍ଦରୀ ଝିଅ ଯେତେ ସବୁ ଚାଇନା କଣ୍ଢେଇ
ସାବେନି ଝିଅ ଯେତେ ସବୁ ଚିଲିକା ଚଢ଼େଇ
ପ୍ରଭୁ କାଳୀ ଝିଅ ଗୋଟେ ଖୋଜି ଆଣିଦିଅ ମୋତେ
ଆଉ କାହାର ନଜର ତାକୁ ଲାଗିବନି ମୋତେ
ଜମି ଯିବ ଲଭ କଣ୍ଡେସନ୍ .........
ଲାଇଫି ସାରା ଆଉ ନଥିବ ମୋର ଜମା ଆଉ ଟେନେସନ୍
ଧାନରେ ଲାଇଫି ସାରା ଆଉ ନଥିବ ମୋର ମୋର ଜମା ଆଉ ଟେନେସନ୍
ଭଗବାନ କୁମାର 7750839662
ସମସ୍ତେ ସିନା ଗୋରା ସ୍କିନି କ୍ରିମ ପାଉଡର ପଛରେ ପଡ଼ିଚ
ହେଲେ ଶାସ୍ତ୍ର କହିଛି କାଳୀ ଗାଈ କ୍ଷୀର ମିଠା
ଭଗବାନ କୁମାର 7750839662
ହାଏ ରେ .. ଯିଏ ସୁନ୍ଦରୀ ଯେତେ ଭଉ ଖାଏରେ ସେତେ
ରୂପ ଅଛି ହେଲେ ହୃଦୟ ନାହିଁ
ହାଏ ରେ ..ସିଏ ଫସେଇ ଦେବେ ପୁଣି ଭସେଇ ଦେବେ
ଥଳ କୁଲ ଜମା ମିଳିବ ନାହିଁ
ହାଏ ରେ .. ଯିଏ ସୁନ୍ଦରୀ ଯେତେ ଭଉ ଖାଏରେ ସେତେ
ରୂପ ଅଛି ହେଲେ ହୃଦୟ ନାହିଁ
ହାଏ ରେ ..ସିଏ ଫସେଇ ଦେବେ ପୁଣି ଭସେଇ ଦେବେ
ଥଳ କୁଲ ଜମା ମିଳିବ ନାହିଁ
ସବୁ କାଳୀ ଝିଅ ମନ ମିଠା ଲାଗେ ସବୁ ଦିନ
ନିଦ ଚୋରି କରିନିଏ ସତେ ପୁନେର ଜହ୍ନ
ସବୁ ବେଳେ ଲାଗେ ଛନ୍ ଛନ୍
ଲାଇଫି ସାରା ଆଉ ନଥିବ ମୋର ଜମା ଆଉ ଟେନେସନ୍
ଧାନରେ ଲାଇଫି ସାରା ଆଉ ନଥିବ ମୋର ମୋର ଜମା ଆଉ ଟେନେସନ୍ ସନ୍ ସନ୍ ସନ୍
ଭଗବାନ କୁମାର 7750839662
ଗୋରି ଗାଲ୍ ଫ୍ରେଣ୍ଡ୍ ଦେଖକୁ ସୁନ୍ଦର କାଳୀ ଗାଲ୍ ଫ୍ରେଣ୍ଡ୍ ଭଲ
ଗୋରି ଗାଲ୍ ଫ୍ରେଣ୍ଡ୍ ଦେଖକୁ ସୁନ୍ଦର କାଳୀ ଗାଲ୍ ଫ୍ରେଣ୍ଡ୍ ଭଲ
ଚିତା କଟିକିରି ଖୋଳ କରିବେନି ପ୍ରସ୍ ପ୍ୟାକେଟ ତୋର
ଭଗବାନ କୁମାର 7750839662
ଭାଇରେ ଗୋରୀ ଝିଅକୁ ପ୍ରେମ କଲେ ଫୁଲୁ ନାମ
ଆଜି ଏଠି ସିଏ କାଲି ତ ସେଠି
ଭାଈରେ ଯାହା ପାଖରେ ମନି ସିଏ ତାଙ୍କର ହନି
ବାକି ପୁଅଙ୍କର ଜୀବନ ମାଟି
ଭାଇ ଭାଇ ଭାଇରେ ଗୋରୀ ଝିଅକୁ ପ୍ରେମ କଲେ ଫୁଲୁ ନାମ
ଆଜି ଏଠି ସିଏ କାଲି ତ ସେଠି
ଭାଈରେ ଯାହା ପାଖରେ ମନି ସିଏ ତାଙ୍କର ହନି
ବାକି ପୁଅଙ୍କର ଜୀବନ ମାଟି
ଝିଅ କାଳୀ ପଛେ ହେଉ ତାର ପ୍ରେମ ମହୁ ମହୁ
କଥା କହି ଦେଲେ ପଦେ ଲାଗେ କୋଇଲିର କୁହୁ
କରେନା ସେ କିଛି ଓବ୍ଜେସନ୍.......
ଲାଇଫି ସାରା ଆଉ ନଥିବ ମୋର ଜମା ଆଉ ଟେନେସନ୍
ଏ ଲାଇଫି ସାରା ଆଉ ନଥିବ ମୋର ମୋର ଜମା ଆଉ ଟେନେସନ୍ ସନ୍ ସନ୍ ସନ୍
ଲାଇଫି ସାରା ଆଉ ନଥିବ ମୋର ଜମା ଆଉ ଟେନେସନ୍
ଜମା ଆଉ ଟେନେସନ୍
ଭଗବାନ କୁମାର 7750839662