menu-iconlogo
huatong
huatong
avatar

Sapanatu dekhuthibu HQ.track kumar sanu

PRABHAT creationhuatong
★᭄ꦿ᭄ꦿPℛᎯℬℋᎯᏆ𝄞ℳℳ𝄞huatong
Letras
Grabaciones
SAPANATU DEKHUTHiBU

࿐࿐࿐༄༄༄༄༄࿐࿐࿐࿐

⃝VOiCE=Kumar Sanu

꧁ MUSIC.MONALiSH ꧂

UPLOADiNG-BY

⃝PRABHAT CREATION

ᘛROOM--IDᘛ

876530--1310597

Time.LiNE-00:23

ସପନ ତୁ ଦେଖୁ ଥିବୁ

ଯଦି କେବେ ଠକି ଯିବୁ

ଭାଙ୍ଗି ପଡ଼ିବୁନି ଆରେ ମିତ..

ସବୁ ସପନ୍ ତୋ କେବେ ହୁଏନାହିଁ ସତ

ସବୁ ସପନ୍ ତୋ କେବେ ହୁଏନାହିଁ ସତ

କେବେ..ଜହ୍ନ ରାତି କେବେ..ନିଆଁ ତାତି

ଜୀବନଟା ସୁଖ ଦୁଃଖ ଗୀତ

ସବୁ ସପନ୍ ତୋ କେବେ ହୁଏନାହିଁ ସତ

ସବୁ ସପନ୍ ତୋ କେବେ ହୁଏନାହିଁ ସତ

⃝VOiCE=Kumar Sanu

꧁ MUSIC.MONALiSH ꧂

UPLOADiNG-BY

⃝PRABHAT CREATION

ᘛROOM--IDᘛ

876530--1310597

Time.LiNE-01:32

ସପନରେ ଗଢ଼ା ହୁଏ ଯେତେ କାଚ ଘର

ରାତି ନପାହୁଣୁ ପଢ଼େ ସେ ଘରେ ପଥର

꧁ MUSIC.MONALiSH ꧂

ପଥର ହେଲେ ତୁ ସିନା ଦୋହୋଲିବୁ ନାହିଁ

ପତର ହେଲେ ପବନ ନବରେ ଉଡେଇ

ଅଦିନିଆ ଝଡ଼ ଭାଙ୍ଗି..ଦିଏ ନୀଡ଼

ଜୀବନଟା ଛାତି ଥରା ଶୀତ

ସବୁ ସପନ୍ ତୋ କେବେ ହୁଏନାହିଁ ସତ

ସବୁ ସପନ୍ ତୋ କେବେ ହୁଏନାହିଁ ସତ

⃝VOiCE=Kumar Sanu

꧁ MUSIC.MONALiSH ꧂

UPLOADiNG-BY

⃝PRABHAT CREATION

ᘛROOM--IDᘛ

876530--1310597

Time.LiNE-02:41

କଥା ଅଛି ଲୁହ ପରେ ଆସି ଥାଏ ହସ

ବେଳେ ବେଳେ ଏଇ ଭାଗ୍ୟ ହୁଅଇ ନିରାଶ

꧁ MUSIC.MONALiSH ꧂

ଅନ୍ଧାର ଅଢେଇ ଯିଏ ଚାଲି ଯାଏ ବାଟ

ଆଲୁଅ ସାଥିରେ ଦିନେ ହୁଏ ତାର ଭେଟ

ଏକ..ଶ୍ରାବଣରେ ମେଘ ସରେନାହି

ଏକା ମ୍ୟାଘେ ଯାଇନାହିଁ ଶୀତ

ସବୁ ସପନ୍ ତୋ କେବେ ହୁଏନାହିଁ ସତ

ସବୁ ସପନ୍ ତୋ କେବେ ହୁଏନାହିଁ ସତ

ସପନ ତୁ ଦେଖୁ ଥିବୁ

ଯଦି କେବେ ଠକି ଯିବୁ

ଭାଙ୍ଗି ପଡ଼ିବୁନି ଆରେ ମିତ..

ସବୁ ସପନ୍ ତୋ କେବେ ହୁଏନାହିଁ ସତ

ସବୁ ସପନ୍ ତୋ କେବେ ହୁଏନାହିଁ ସତ

କେବେ ଜହ୍ନ ରାତି କେବେ ନିଆଁ ତାତି

ଜୀବନଟା ସୁଖ ଦୁଃଖ ଗୀତ

ସବୁ ସପନ୍ ତୋ କେବେ ହୁଏନାହିଁ ସତ

ସବୁ ସପନ୍ ତୋ କେବେ ହୁଏନାହିଁ ସତ

{ସମାପ୍ତ}

Más De PRABHAT creation

Ver todologo