menu-iconlogo
huatong
huatong
avatar

HQ- Tu Prema Barnabodha - Pagala Bhaanra Mu Lo

Raju odia songhuatong
꧁༒💞Rᴀᴊᴜ💘Sᴜʙʜᴀ💞༒꧂👌🆗👌huatong
Letras
Grabaciones
Upload By Raju

..

ପୁ: ପାଗଳ ଭଅଁର ମୁଁ ଲୋ ତୁ ଫଗୁ ରାଣୀ

ତୋ ସାଥେ ଲେଖା ମୋର କେତେ କାହାଣୀ

….

ଝି: ଅନାମିକା ନାଇକା ମୁଁ ତୁ ଯାଯାବର

ତୋ ଉପରେ ଦିନ ରାତି ମୋ ନଜର

ପୁ: ତୋ ପାଇଁ ସକାଳ ନିଦୁଆ ନିଦୁଆ

ମନ ମୌସୁମୀ ମେଘୁଆ ମେଘୁଆ ତତେ

ଯେତେ ପଢେ ସେତେ ମିଳେ ଆନନ୍ଦ

ତୁ ପ୍ରେମ ବର୍ଣ୍ଣବୋଧ..

ହାଏରେ ତୁ ପ୍ରେମ ବର୍ଣ୍ଣବୋଧ...

ଝି: ତୁ ପ୍ରେମ ବର୍ଣ୍ଣବୋଧ..

ହାଏରେ ତୁ ପ୍ରେମ ବର୍ଣ୍ଣବୋଧ...

<<<<>>>>>

Raju Odia Song

.

ପୁ: ଠୁମୁରୁ ଠୁମୁରୁ ପାଦରେ ତୋର ପାଉଁଜୀ ଶବଦ

ମୋର ଚୋରେଇଲା ନିଦ

ମୋର ହଜେଇଲା ନିଦ

ଝି: ହ ଘୁମୁରୁ ଘୁମୁରୁ

କଥାଟା ତୋର ମହୁଲି ସୁରେଇ

ମୋ ରାତି ଗଲା ନେଇ ମୁଁ ପାରୁନାହିଁ ଶୋଇ

ପୁ: ତୁ ରାଜକୁମାରୀ କୋଉ କବିତାର

ତୁନି ଏତେ କାଇଁ ଦେଇଦେ ଉତ୍ତର

ତୁ ଏକା ଜିଇଁବାର ଗୋଟେ ଶବଦ

ତୁ ପ୍ରେମ ବର୍ଣ୍ଣବୋଧ..

ହାଏରେ ତୁ ପ୍ରେମ ବର୍ଣ୍ଣବୋଧ...

ଝି: ହଁ ତୁ ପ୍ରେମ ବର୍ଣ୍ଣବୋଧ..

ହଁ.. ତୁ ପ୍ରେମ ବର୍ଣ୍ଣବୋଧ...

::::::<>::::::

Upload By Raju

ଝି: ମଧୁର ମଧୁର ତୋ ପାଇଁ ଲାଗେ ଅଫେରା ଜୀବନ

ତୁ ଛାତିର ସ୍ପନ୍ଦନ

ତୁ ଆଖିର ସପନ

….

ପୁ: ଆରେ ଆରେ ନିଜର ନିଜର

ଲାଗୁଛି ଏବେ ଅଧୁରା ଫଗୁଣ

ତୁ ଜିଇଁବା କାରଣ

ତୁ ଖୁସିର ମେଲଣ

ଝି: ଫେରିବା ବାଟ ମୁଁ

ଯାଇଛି ମୁଁ ଭୁଲି

ତୋ ବାଟେ ଚାଲୁଛି

କାଇଁ ଆଜିକାଲି

ତୁ ମୋର ଖରା ବର୍ଷା ଶୀତ ହେମନ୍ତ

ତୁ ପ୍ରେମ ବର୍ଣ୍ଣବୋଧ..

ହୋ ତୁ ପ୍ରେମ ବର୍ଣ୍ଣବୋଧ...

ପୁ: ହାଏ ତୁ ପ୍ରେମବର୍ଣ୍ଣବୋଧ..

ହୁଁ ହୁଁ ତୁ ପ୍ରେମ ବର୍ଣ୍ଣବୋଧ...

😍Thank You😍

Más De Raju odia song

Ver todologo

Te Podría Gustar