ପୁ-ସୁନାନାକୀ ମୋର ଗେଲ୍ହେଇ ଭଉଣୀ
ମନକୁ ଉଣା ତୁ କରିବୁ ନାହିଁ
ସୁନାନାକୀ ମୋର ଗେଲ୍ହେଇ ଭଉଣୀ
ମନକୁ ଉଣା ତୁ କରିବୁ ନାହିଁ
ଝି-ସବୁଦିନ ତୋର ମଙ୍ଗଳ ଚାହିଁବି
ଖୁସିରେ ରହିଥା ମୋରି ଭାଇ
ପୁ-ଆଖିରେ କେବେ ତୋ ଲୁହ ମୁଁ ଦେବିନି
ଦୁଃଖ ଆସୁ ଯେତେ ହାତ ଛାଡିବିନି
ସବୁଦିନ ସବୁଦିନ ରାକ୍ଷୀ ରଖିଲା ସାକ୍ଷୀ
ତୁ ବାନ୍ଧିଲୁ ମୋ ହାତେ ରାକ୍ଷୀ
ଭାଇ ତୋର ଦବନି ଠକି
ଝି-ମୁଁ ବାନ୍ଧିଲି ତୋ ହାତେ ରାକ୍ଷୀ
ଭାଇ ମୋର ଦବୁନି ଠକି
ପୁ-ଦେହରେ ଜୀବନ ଥିବ ଯେତେଦିନ
ତୋ ପାଇଁ ଆଣିବି ଖୁସିର ଲଗନ
ହଁ ଦେହରେ ଜୀବନ ଥିବ ଯେତେଦିନ
ତୋ ପାଇଁ ଆଣିବି ଖୁସିର ଲଗନ
ଝି-ସୁନା ଭାଇ ମୋର ରହିଲା ମୋ ରାଣ
କହିବୁନି କେବେ କଥା ପଦେ ଟାଣ
ପୁ-ଅଲିଅଳି ମୋର ହୀରା ର କଣ୍ଢେଇ
ତୋ ଭାଇ ରଖିବ ତତେ ଲୋ ମୁଣ୍ଡେଇ
ପାଖେ ତୋର ପାଖେ ତୋର ପ୍ରାଣ ଦେଇଛି ବିକି
ତୁ ବାନ୍ଧିଲୁ ମୋ ହାତେ ରାକ୍ଷୀ
ଭାଇ ତୋର ଦବନି ଠକି
ଝି-ମୁଁ ବାନ୍ଧିଲି ତୋ ହାତେ ରାକ୍ଷୀ
ଭାଇ ମୋର ଦବୁନି ଠକି
ମୁଁ ବାନ୍ଧିଲି ତୋ ହାତେ ରାକ୍ଷୀ
ଭାଇ ମୋର ଦବୁନି ଠକି
ମୁଁ ବାନ୍ଧିଲି ତୋ ହାତେ ରାକ୍ଷୀ
ଭାଇ ମୋର ଦବୁନି ଠକି
ଝି-ଗୋଟିଏ ଡାଳରେ ଆମେ ଦୁଇ ପକ୍ଷୀ
ଆମ ଏ ବନ୍ଧନ ଯିବନି ତ ରୋକି
ହୋ ଗୋଟିଏ ଡାଳରେ ଆମେ ଦୁଇ ପକ୍ଷୀ
ଆମ ଏ ବନ୍ଧନ ଯିବନି ତ ରୋକି
ପୁ-ସେନେହ ମମତା ଭରା ଏଇ ରାକ୍ଷୀ
ଆଣିଛି ମୋତେ ରେ ପାଖକୁ ତୋ ଡାକି
ଝି-କିଛି ମୁଁ ମାଗୁନି ତତେ ଜିଦ୍ଦି କରି
କେବେ ବି ଯିବୁନି ମୋତେ ପର କରି
ଭଉଣୀ ର ରାକ୍ଷୀ ମାନ ତୁ ଦବୁରେ ରଖି
ମୁଁ ବାନ୍ଧିଲି ତୋ ହାତେ ରାକ୍ଷୀ
ଭାଇ ମୋର ଦବୁନି ଠକି
ପୁ-ତୁ ବାନ୍ଧିଲୁ ମୋ ହାତେ ରାକ୍ଷୀ
ଭାଇ ତୋର ଦବନି ଠକି