menu-iconlogo
huatong
huatong
avatar

Eka Eka Lage Eka

Sabisesh/Ananya Sritam Nandahuatong
motomom04huatong
Letras
Grabaciones
ଏକା ଏକା ଲାଗେ ଏକା

ଫିକା ଫିକା ସବୁ ଫିକା

କାଇଁ ଏମିତି ଲାଗେ ଏଇ ଜୀବନ?

ସତେ ଧୋକା ଦେଲା କେଉଁ ପବନ

କାହିଁକି ଏମିତି ହେଲୁ ଦେଖା?

ଦେଖା ଦେଇ ଦୂରେଇବା, ଇଏ କି ପରୀକ୍ଷା?

ଦେଖା ଦେଇ ଦୂରେଇବା, ଇଏ କି ପରୀକ୍ଷା?

ଏକା ଏକା ଲାଗେ ଏକା

ଫିକା ଫିକା ସବୁ ଫିକା

ଏଇ ଆଖିରେ ଥିଲା ଲୁଚିରେ

କେତେ ମିଠା ମିଠା ସପ୍ନରେ

ସେଇ ସପନ କଲା ବାରଣ

ବାଟ ଚାଲିବାକୁ ସାଥିରେ

କାଇଁ ଏମିତି ଲାଗେ ଏଇ ଦୁନିଆଁ?

ସତେ ପର କଲା କେଉଁ କିମିଆ

କାହିଁକି ଏମିତି ଦେଲୁ କଥା?

କଥା ଦେଇ ଦୂରେଇବା, ଇଏ କି ପରୀକ୍ଷା?

କଥା ଦେଇ ଦୂରେଇବା, ଇଏ କି ପରୀକ୍ଷା?

ଏକା ଏକା ଲାଗେ ଏକା

ଫିକା ଫିକା ସବୁ ଫିକା

ଏଇ ହୃଦୟ ମାଗେ ସମୟ

ବାଟ ଚାଲିବାକୁ ଏକାରେ

ସାଥି ତୋ ବିନା ଜିଇଁ ହୁଏନା

ସପ୍ନ ରହିଗଲା ଅଧାରେ

କାଇଁ ଏମିତି ଲାଗେ ଆଜି ସ୍ପନ୍ଦନ?

ସତେ ଅଟକି ଯିବ ଏ ଜୀବନ

କାହିଁକି ଏମିତି ହେଲୁ ଦେଖା?

ସୃତି ହେଇ ଫେରିଯିବା, ଇଏ କି ପରୀକ୍ଷା?

ସୃତି ହେଇ ଫେରିଯିବା, ଇଏ କି ପରୀକ୍ଷା?

ଏକା ଏକା ଲାଗେ ଏକା

ଫିକା ଫିକା, ହାଁ ସବୁ ଫିକା

Más De Sabisesh/Ananya Sritam Nanda

Ver todologo