ROOM ID :- 119010 OSSV 7:00pm
ROOM ID :-112713 SS 8:15pm
M- ଓଠକୁ ଚୁମି ମୋର
ମନରେ କଲ ଘର...
ଓଠକୁ ଚୁମି ମୋର
ମନରେ କଲ ଘର...
ଏ ଦୁନିଆଁ ଯାହା କହୁ
ପ୍ରେମ ହେଲା ହଉ ହଉ...
F- ଆରେ ହେଲାଣି ତ ହେଇଯାଉ
ନାଇଁ ନାଇଁ କରୁଥିଲି ଭଲ ମୁଁ ପାଇଗଲି (2)
ଏ ଦୁନିଆଁ ଯାହା କହୁ
ପ୍ରେମ ହେଲା ହଉ ହଉ...
M- ଆରେ ହେଲାଣି ତ ହେଇଯାଉ
ଓଠକୁ ଚୁମି ମୋର
ମନରେ କଲ ଘର...
M- ଜୀବନେ ଆଗରୁ ନ ଥିଲେ କେହି
ତୁମେ ତ ଝରିଲ ଝରଣା ହୋଇ...
F- ଶୋଇଥିଲି ନିଦେ ମୁଁ ଆଖି ବୁଝି
ତୁମେ ଛୁଇଁ ଦେଲ ସପନ ସାଜି..
M- ତୁମେ ତ ପ୍ରଥମେ ଆସିଲ ଜୀବନେ (2)
ଖୋଲି ମୋ ମନ ଦୁଆର....
F- ନାଇଁ ନାଇଁ କରୁଥିଲି ଭଲ ମୁଁ ପାଇଗଲି ।
M- ଓଠକୁ ଚୁମି ମୋର
ମନରେ କଲ ଘର...
F- କେ ଜାଣି କେମିତି କିମିଆ କଲ
ଚୁପି ଚୁପି ମନେ କୁଣିଆ ହେଲ...
M- କୁଣିଆ ତ ଆସେ ଯିବାକୁ ଦିନେ
ମୁଁ ସବୁଦିନ ରହିବି ମନେ...
F- ଅଜଣା ରୁ ଜଣା ଜଣାରୁ ଆପଣା (2)
ଆଜି ଅତି ଆପଣାର...
M- ହୁଁ.. ହୁଁ.. ହୁଁ.. ଲା.. ଲା..ଲା..
F- ଲା.. ଲା ..ଲା ..ଲା .