menu-iconlogo
huatong
huatong
sanju-lovers-gua-ghia-funny-angulia-buntyryan-song-cover-image

Gua Ghia-Funny Angulia Bunty,RYAN ଓଡ଼ିଆ song

Sanju Lovershuatong
🎧🇷u200b🇾u200b✳️🇦u200b🇳u200b🎧huatong
Letras
Grabaciones
❣️RYAN❣️

starmaker ଓଡ଼ିଶା

Lyrics by my Sweet voice bro

༒Priyans ༒ID-13363967814

Time start- 00:36=03:52

ତମ ସାଙ୍ଗେ ମୋର ଯୋଡି ଟା ଯେମିତି

ଗୁଆଘିଅ ସାଙ୍ଗେ ଅରୁଆ ଭାତ

ହେଇଟି ତମରି ଭଳିଆ ସୁନ୍ଦରୀ ରମଣୀ

ବାହା ହେବା ପାଇଁ ଛଟ ପଟ

ହାଁ ହାଁ ତମ ସାଙ୍ଗେ ମୋର ଯୋଡି ଟା ଯେମିତି

ଗୁଆ ଘିଅ ସାଙ୍ଗେ ଅରୁଆ ଭାତ

ତମରି ଭଳିଆ ସୁନ୍ଦରୀ ରମଣୀ

ବାହା ହେବା ପାଇଁ ଛଟ ପଟ

ମୁଁ ମୁଢ଼ି ହେଲେ ତମେ ମିକ୍ସଚର

ମୁଁ ଖଟା ହେଲେ ତମେ ପିଅର

ମୁଁ ଇଟିଲି କୁ ତମେ ସମ୍ବର

ମୁଁ ମାଛ ହେଲେ ତମେ ବେସର

ଆରେ ଯେତେ ଝିଅ, ଥିଲେ ମାଆ ରାଣ

ଯମା ତମ ପରି କେହି ନୁହଁ...

କାଇଁ ଝିଅ ଏମିତି କିରା ଖାଉଚି କି

ସିଏ ଗୁଆଘିଅ ଗୁଆଘିଅ

ହାଁ ଅରୁଆକୁ ଗୁଆଘିଅ

ଗୁଆଘିଅ ଗୁଆଘିଅ

ହାଁ ଅରୁଆକୁ ଗୁଆଘିଅ..

next line- 02:03=02:25

କଉ ଟାଇମ୍ ରେ ତମକୁ ମୋ ପାଇଁ ,କିଏ ସେ ଦେଇଚି ଗଢ଼ି

ପଖାଳ ସାଙ୍ଗକୁ ଯେମିତି ସୁନ୍ଦର, ପାଣି ଆଳୁ ଚଡଚଡି

ଆଲୋ ଟିକିଲି ଅତର ସବୁ କିଣିଦେଵି ଥରେ ହେଇଯାଅ ରାଜି

ଗୋଡ ହାତ ସବୁ ଘସି ମୋଡି ଦେବି ତୁମରି ସେବକ ସାଜି

ଆରେ ଚୁଡା ସାଙ୍ଗେ ଗୁଡ ଯେମିତି

ଧନ ଯୋଡି ଟା ଆମର ସେମିତି

ତମେ ନଟେଇ କୁ ମୁଁ.. କାଇଟି

ତମେ ଜହ୍ନ ହେଲେ ମୁଁ.. ନାଇଟି

ଆରେ ଏତେ ଦିନେ, ଖୋଜି ମୁଁ ପାଇଛି

ଟିକିଏ କାଠେଇ ଯାଅ....

ମୁଁ ଗୁଆଘିଅ ଗୁଆଘିଅ

ସେ ଅରୁଆ ମୋଟା ର ଘିଅ

ହାଁ.. ଗୁଆଘିଅ ଗୁଆଘିଅ

ହରିବୋଲ ଅରୁଆକୁ ଗୁଆଘିଅ..

next line- 03:23=01:05

ଆରେ ଅରୁଆ ସାଙ୍ଗକୁ ଡାଲି

ତମେ ଗାଲ ହେଲେ ମୁଁ ଫୈରେନଲଭଲି ବଉଳ ଲୋ...ବଉଳ ଲୋ...

ମୁଁ ଆଇନା ତମେ ଟିକିଲି, ବଉଳ ଲୋ...

ନାନ୍ ସାଙ୍ଗେ ତଡକା..

ମୁଁ ଦେଶୀ ହେଲେ ତୁମେ ମୋର ଭଡକା ବଉଳ ଲୋ...ବଉଳ ଲୋ...

ବଞ୍ଚି ପାରୁନି ମୁଁ ଏକା ଏକା ବଉଳ ଲୋ...

ଆରେ ଏତେ ଦିନେ, ଖୋଜି ମୁଁ ପାଇଛି

ଟିକିଏ କାଠେଇ ଯାଅ....

ଗୁଆଘିଅ ଗୁଆଘିଅ

ବାଡ଼ିଖିଆ ଖୁଆଇବି ଗୁଆଘିଅ

ହେ ଗୁଆଘିଅ ଗୁଆଘିଅ

ବାଡ଼ିଖିଆ ଖୁଆଇବି ଗୁଆଘିଅ ...

ଗୁଆଘିଅ ଗୁଆଘିଅ

ହାଁ... ଅରୁଆକୁ ଗୁଆଘିଅ..

ଗୁଆଘିଅ ଗୁଆଘିଅ

ହାଁ... ଅରୁଆକୁ ଗୁଆଘିଅ..

✨THANK YOU✨

✨GOD BLESS YOU✨

Más De Sanju Lovers

Ver todologo

Te Podría Gustar