menu-iconlogo
huatong
huatong
sanju-lovers-to-agare-kichi-dhupa-dipti-rekhaodia-bhajan-cover-image

To Agare Kichi Dhupa-Dipti Rekha,Odia bhajan

Sanju Lovershuatong
🎧🇷u200b🇾u200b✳️🇦u200b🇳u200b🎧huatong
Letras
Grabaciones
🙏ଜୟ ଜଗନ୍ନାଥ 🙏

🎧RYAN🎧

Family- 👇

Sanju🥰🥰Lovers🥰🥰

🙏ଜୟ ଜଗନ୍ନାଥ 🙏

👍

ତୋ ଆଗରେ କିଛି ଧୂପ

ମୋ ଆଗରେ କିଛି ଧୂପ

ତୋ ଦେହରେ କିଛି ଫୁଲ...

ମୋ ଦେହରେ କିଛି ଫୁଲ ...

ତୋ ପାଇଁ ଦୀପ ଟିଏ

ମୋ ପାଇଁ ଦୀପ ଟିଏ

ତୋ ବେକରେ ମାଳ ଟିଏ

ମୋ ବେକରେ ମାଳ ଟିଏ

ତୁ ବଡ଼ ଦାଣ୍ଡେ ଯିବୁ

ମୁଁ ବଡ଼ ଦାଣ୍ଡେ ଯିବି

ତତେ ଟାଣି ଟାଣି ନେବେ

ମୋତେ ବୋହି ବୋହି ନେବେ...

ନନ୍ଦିଘୋଷ ରେ ତୁ ଯିବୁ

ମୁଁ ଯେ କୋକେଇ ରେ ଯିବି

ଶ୍ରୀ ଗୁଣ୍ଡିଚା କୁ ତୁ ଯିବୁ

ମୁଁ ଯେ ସ୍ୱର୍ଗଦ୍ୱାର ଯିବି

ନନ୍ଦିଘୋଷ ରେ ତୁ ଯିବୁ

ମୁଁ ଯେ କୋକେଇ ରେ ଯିବି

ଶ୍ରୀ ଗୁଣ୍ଡିଚା କୁ ତୁ ଯିବୁ

ମୁଁ ଯେ ସ୍ୱର୍ଗ....ଦ୍ୱାର ଯିବି... ...

🙏ॐ⚜️ॐ🙏

✨🦚️ॐ🦚️✨

🙏ॐ⚜️ॐ🙏

ତୋ ଆଗେ ହରିବୋଲ

ମୋ ଆଗେ ରାମ ନାମ

ତୋ ଦେହେ ପାଟ ଲୁଗା

ମୋ ଦେହେ ଧଳା ଲୁଗା

🙏✨⚜️✨🙏

ତୋ ଆଗେ ହରିବୋଲ

ମୋ ଆଗେ ରାମ ନାମ

ତୋ ଦେହେ ପାଟ ଲୁଗା

ମୋ ଦେହେ ଧଳା ଲୁଗା

ତୋ ମଥାରେ ସିନ୍ଦୁର ...

ମୋ ମଥାରେ ଅଭିର

ତୁ ବସି ବସି ଯିବୁ

ମୁଁ ଶୋଇ ଶୋଇ ଯିବି ...

ତୁ ହାତେ ହାତେ ଯିବୁ

ମୁଁ କାନ୍ଧେ କାନ୍ଧେ ଯିବି ....

ତୁ ଆଖି ମେଲି ଥିବୁ

ମୁଁ ଆଖି ବୁଜିଥିବି

ତୁ ସଭିଙ୍କୁ ଦେଖୁଥିବୁ

ମୁଁ ଦେଖି ନ ପାରିବି...

ନନ୍ଦିଘୋଷ ରେ ତୁ ଯିବୁ

ମୁଁ ଯେ କୋକେଇ ରେ ଯିବି

ଶ୍ରୀ ଗୁଣ୍ଡିଚା କୁ ତୁ ଯିବୁ

ମୁଁ ଯେ ସ୍ୱର୍ଗଦ୍ୱାର ଯିବି

ନନ୍ଦିଘୋଷ ରେ ତୁ ଯିବୁ

ମୁଁ ଯେ କୋକେଇ ରେ ଯିବି

ଶ୍ରୀ ଗୁଣ୍ଡିଚା କୁ ତୁ ଯିବୁ

ମୁଁ ଯେ ସ୍ୱର୍ଗ..ଦ୍ୱାର ଯିବି..

କାଳିଆ ~~~ରେ 🙏

କା ~~~~ଳିଆ... କାଳିଆ 🙏

🙏ॐ⚜️ॐ🙏

✨🦚️ॐ🦚️✨

🙏ॐ⚜️ॐ🙏

ତୋ ଚାରିପାଖେ ଲୋକ

ମୋ ଚାରିପାଖେ ଲୋକ

ଲୋଡ଼ା ତୋ ପାଇଁ କାଠ

ଲୋଡ଼ା ମୋ ପାଇଁ କାଠ

🙏✨⚜️✨🙏

ହାଁ..ତୋ ଚାରିପାଖେ ଲୋକ

ମୋ ଚାରିପାଖେ ଲୋକ

ଲୋଡ଼ା ତୋ ପାଇଁ କାଠ

ଲୋଡ଼ା ମୋ ପାଇଁ କାଠ

ଝରିବ ଲୁହ ତୋ ପାଇଁ ~~~

ଝରିବ ଲୁହ ମୋ ପାଇଁ ~~~

ତତେ ନଡ଼ିଆ ଫିଙ୍ଗିବେ

ମୋତେ ଖଈ ଫିଙ୍ଗୁଥିବେ ...

ତତେ ଟେକି ଟେକି ନେବେ

ମୋତେ ଟେକି ଟେକି ନେବେ ..

ତୁ ରଥରେ ଚଢ଼ିବୁ ମୁଁ

ଯୁଇରେ ଚଢ଼ିବି

ତୁ ବାହୁଡ଼ି ଆସିବୁ ମୁଁ

ମାଟିରେ ମିଶିବି...

ନନ୍ଦିଘୋଷ ରେ ତୁ ଯିବୁ

ମୁଁ ଯେ କୋକେଇ ରେ ଯିବି

ଶ୍ରୀ ଗୁଣ୍ଡିଚା କୁ ତୁ ଯିବୁ

ମୁଁ ଯେ ସ୍ୱର୍ଗଦ୍ୱାର ଯିବି

ନନ୍ଦିଘୋଷ ରେ ତୁ ଯିବୁ

ମୁଁ ଯେ କୋକେଇ ରେ ଯିବି

ଶ୍ରୀ ଗୁଣ୍ଡିଚା କୁ ତୁ ଯିବୁ

ମୁଁ ଯେ ସ୍ୱର୍ଗ...ଦ୍ୱାର ଯିବି.... ....

🙏ଜୟ ଜଗନ୍ନାଥ 🙏

💖GOD BLESS YOU💖

Más De Sanju Lovers

Ver todologo