menu-iconlogo
huatong
huatong
shasank-sekharsomesh-satpathy-tora-sharmili-aankhi---from-dream-girl-cover-image

Tora Sharmili Aankhi - From "Dream Girl"

Shasank Sekhar/Somesh Satpathyhuatong
rft_starhuatong
Letras
Grabaciones
ତୋର शर्मीली ଆଖି

ମୋତେ କହୁଚି କିଛି

ତୋର ପ୍ରେମର ଛିଟା ମନେ ଯାଇଛି ଲାଖି

ତୋର शर्मीली ଆଖି

ମୋତେ କହୁଚି କିଛି

ତୋର ପ୍ରେମର ଛିଟା ମନେ ଯାଇଛି ଲାଖି

ओ, जान-ए-जाना

ହେଲି ମୁଁ दीवाना

ତୋ ପ୍ରେମରେ ଆଉ ମୋତେ ଜଳାନା

तू ही मेरा दिल है

तू ही मेरी जान-ए-जाना

ହେଇଗଲା ତୋ ପ୍ରେମରେ ये दिल आशिक़ाना

तू ही मेरा दिल है

तू ही मेरी जान-ए-जाना

ହେଇଗଲା ତୋ ପ୍ରେମରେ ये दिल आशिक़ाना

ତୋ ବିନା ମୋ ସ୍ପନ୍ଦନ ଅଧାରେ ଯାଇଚି ରହି

ମୋ ଆଖି ଆଇନାରେ ତତେ ମୁଁ ଦେଖୁଚି ନୀତି

ପାଉନାହିଁ ଖୋଜି ମୋ ନିଜ ଠିକଣା

ନିଜ ପାଖେ ଲାଗେ ମୁଁ ଅଜଣା

तू ही मेरा दिल है

तू ही मेरी जान-ए-जाना

ହେଇଗଲା ତୋ ପ୍ରେମରେ ये दिल आशिक़ाना

तू ही मेरा दिल है

तू ही मेरी जान-ए-जाना

ହେଇଗଲା ତୋ ପ୍ରେମରେ ये दिल आशिक़ाना

ତୋ ବିନା ଏ ଜୀବନେ ଚାହେଁ ନାହିଁ ମୁଁ କିଛି

ତୋ ପାଇଁ ମୋ ସ୍ୱପ୍ନରେ ତୋ ଛବି ଆଙ୍କୁଛି ନିତି

ଖୋଜେ ମୁଁ ଗୀତରେ, ଦୁନିଆଁ ଭିଡ଼ରେ

ତତେ ନଦେଖିଲେ ମନ ବୁଝେନା

तू ही मेरा दिल है

तू ही मेरी जान-ए-जाना (जान-ए-जाना)

ହେଇଗଲା ତୋ ପ୍ରେମରେ ये दिल आशिक़ाना

तू ही मेरा दिल है

तू ही मेरी जान-ए-जाना (जान-ए-जाना)

ହେଇଗଲା ତୋ ପ୍ରେମରେ ये दिल आशिक़ाना (आशिक़ाना)

Más De Shasank Sekhar/Somesh Satpathy

Ver todologo