Song : Hasa gote otha tala..
MOVIE : Dhanare Rakhibu Sapatha mora
Singer's : Kumar Bapi & Tapu mishra
UℙℒᎾᎯⅅℰⅅ ℬᎽ
ᏦUℳᎯℛ-ᎫᎯᎽᎯℕᏆᎯ
Male Female
ହସ ଗୋଟେ ଓଠ ତଳ
ଗାଁର ନାଆଁ
ଲୁହ ଗୋଟେ ଆଖି ତଳ
ନଈର ନାଆଁ..
Ꮶ Ꭻ : ℋℚ 98 %ℳUЅℐℂ
ହସ ଗୋଟେ ଓଠ ତଳ
ଗାଁର ନାଆଁ
ଲୁହ ଗୋଟେ ଆଖି ତଳ
ନଈର ନାଆଁ
ସେଇ ହସ ରେ ଲୁହ ରେ ,
ସେଇ ନଈ ରେ ଗାଁ ରେ ,
ସେଇ ହସ ରେ ଲୁହ ରେ
ନଈରେ ଗାଁ ରେ
ଆ ଲେଖିବା ଆ
ତୋ ନାଆଁ ~ ମୋ ନାଆଁ ~
ଆମରି ନାଆଁ , ଆମରି ନାଆଁ
ତୋ ନାଆଁ ~ ମୋ ନାଆଁ ~
ଆମରି ନାଆଁ , ଆମରି ନାଆଁ..
Ꮶ Ꭻ : ℋℚ 98 %ℳUЅℐℂ
ᎫᎯᎽᎯℕᏆᎯ ℳᎾЅᏆℐ ℂℒUℬ
ℛᎾᎾℳ ℐ'ⅅ : 152836
ଦୂର ଆକାଶ ରେ
ପ୍ରେମ ପକ୍ଷୀ ଟିଏ
ଉଡୁଥିଲା ଡେଣା ଝାଡ଼ି..
ସେଇ ପକ୍ଷୀ ଆସି
ତୋ ମନ ସାଥିରେ
ମୋ ମନ କୁ ଦେଲା ଯୋଡି
ଦିନ ଲାଗେ ଆଜି
ଜନ୍ହ ରାତି ପରି
ରାତି ଲାଗେ ଫୁଲ ବନ
ନିଦ ରୁ ଉଠି ମୁଁ
ନିଦ ରେ ଶୋଉଛି
ଦେଖିବାକୁ ତୋ ସପନ..
ସେଇ ପକ୍ଷୀର ଡେଣା ରେ ,
ସେଇ ନିଦ ଅଗଣା ରେ ,
ସେଇ ପକ୍ଷୀର ଡେଣା ରେ
ନିଦ ଅଗଣା ରେ
ଆ ଲେଖିବା ଆ
ତୋ ନାଆଁ ~ ମୋ ନାଆଁ ~
ଆମରି ନାଆଁ , ଆମରି ନାଆଁ..
Ꮶ Ꭻ : ℋℚ 98 %ℳUЅℐℂ
Pls Like This Track And
Follow Me
ହେ ~~ ଲା ଲା ~ ଲାଲା ଲା~
ଲା ~~ ଲା ଲା ଲା ~ଲା ଲା ଲା ~
Ꮶ Ꭻ : ℋℚ 98 %ℳUЅℐℂ
ଏକା ଏକା ହୋଇ ,ବାଟ ଚାଲୁଥିଲି
ମିଳିଗଲା ତୋର ହାତ
ମୋ ହାତ ରେଖା ରେ
ତତେ ମୁଁ ପାଇଲି
ସତ ଠାରୁ ଲାଗେ ସତ
ହୋ ~ ତୋ ହୃଦୟ ଆଉ
ମୋ ହୃଦୟ ମିଶି
ଗୋଟିଏ ହୃଦୟ ଆଜି..
ଡର ଲାଗେ ତାକୁ
କଉଠି ରଖିବି
କାଳେ ଯିବ ସିଏ ହଜି..
ସାତ ଜନମ ପାଇଁ ରେ
ସେଇ ହୃଦୟ ଉପରେ
ସାତ ଜନମ ପାଇଁ ରେ
ହୃଦୟ ଉପରେ , ଆ ଲେଖିବା ଆ
ତୋ ନାଆଁ ~ ମୋ ନାଆଁ ~
ଆମରି ନାଆଁ , ଆମରି ନାଆଁ
ତୋ ନାଆଁ ~ ମୋ ନାଆଁ ~
ଆମରି ନାଆଁ.., ଆମରି ନାଆଁ..
: ସମାପ୍ତ :