menu-iconlogo
huatong
huatong
human-sagar-chiring-chiring-cover-image

Chiring Chiring

Human Sagarhuatong
sternum3huatong
Paroles
Enregistrements
ନାଚିବୁ ଆଜି ଆମେ ଦେଖିବ ମଜା

ଥରିବ ମାଟି ଆଉ ଭାଙ୍ଗିବ ବାଜା

ଆଜିକ ରାତି ପାଇଁ ଆମେ ରେ ରାଜା

ଦୁଲୁକେଇକି ତେଲିଙ୍ଗି ବାଇଦ ବଜା

ରୋଳା ହବ ସବୁ ନାହିଁ ଜମାରୁ ଢିଲା

ଦେଶୀ ବିଦେଶୀ ରସ ଉଡ଼ିଲା...

ମୁଣ୍ଡ ହାଉଲେ ହାଉଲେ ଝୁମେଇ ଦେଲା

ହଁ ଏବେ ଏଇ ଏବେ ଘାରିଲା...

ଟିକେ ଚିରିଂ ଚିରିଂ ନିଶା ଟା ଚଢ଼ିଲା

ପୁରା ତିରିଂ ତିରିଂ ରାତି ଟା ଜମିଲା

ଟିକେ ଚିରିଂ ଚିରିଂ ନିଶା ଟା ଚଢ଼ିଲା

ପୁରା ତିରିଂ ତିରିଂ ରାତି ଟା ଜମିଲା

ଟିକେ ଚିରିଂ ଚିରିଂ ନିଶା ଟା ଚଢ଼ିଲା

ପୁରା ତିରିଂ ତିରିଂ ରାତି ଟା ଜମିଲା

ଟିକେ ଚିରିଂ ଚିରିଂ ନିଶା ଟା ଚଢ଼ିଲା

ପୁରା ତିରିଂ ତିରିଂ ରାତି ଟା ଜମିଲା

କଲବଲ କାହିଁକି କଲବଲ

ଭୁଲ ଭୁଲ ମନରୁ ସବୁ ଭୁଲ

ନାଚ ଗୀତରେ ମାତିକି ସବୁ ଝୁଲ...

ଚାଲ ଚାଲ କରମ କରିଚାଲ

ଭଲ ଭଲ ସବୁ ତ ହବ ଭଲ

ମଜା ମସ୍ତି ରେ ଏଇନା ମଜି ଚାଲ...

ଖେଳ କଷ ଖାଣ୍ଟି ରଡ ଆମରି ପିଲା

ଆଜି ଖଟି ଟା ଜବର ହେଲା

ଟୋକା ଝାସରେ ଏରିଆ ଦୋହଲି ଗଲା

ଏଇ ଏବେ ଏଇ ଏବେ ବଢିଲା

ଟିକେ ଚିରିଂ ଚିରିଂ ନିଶା ଟା ଚଢ଼ିଲା

ପୁରା ତିରିଂ ତିରିଂ ରାତି ଟା ଜମିଲା

ଟିକେ ଚିରିଂ ଚିରିଂ ନିଶା ଟା ଚଢ଼ିଲା

ପୁରା ତିରିଂ ତିରିଂ ରାତି ଟା ଜମିଲା

ଟିକେ ଚିରିଂ ଚିରିଂ ନିଶା ଟା ଚଢ଼ିଲା

ପୁରା ତିରିଂ ତିରିଂ ରାତି ଟା ଜମିଲା

ଟିକେ ଚିରିଂ ଚିରିଂ ନିଶା ଟା ଚଢ଼ିଲା

ପୁରା ତିରିଂ ତିରିଂ ରାତି ଟା ଜମିଲା...

ନାଚିବୁ ଆଜି ଆମେ ଦେଖିବ ମଜା

ଥରିବ ମାଟି ଆଉ ଭାଙ୍ଗିବ ତାଜା

ଆଜି କ ରାତି ପାଇଁ ଆମେ ରେ ରାଜା

ଦୁଲୁକେଇକି ତେଲିଙ୍ଗି ବାଇଦ ବଜା

ରୋଳା ହବ ସବୁ ନାହିଁ ଜମାରୁ ଢିଲା

ଦେଶୀ ବିଦେଶୀ ରସ ଉଡ଼ିଲା...

ମୁଣ୍ଡ ହାଉଲେ ହାଉଲେ ଝୁମେଇ ଦେଲା

ହଁ ଏବେ ଏଇ ଏବେ ଘାରିଲା...

ଟିକେ ଚିରିଂ ଚିରିଂ ନିଶା ଟା ଚଢ଼ିଲା

ପୁରା ତିରିଂ ତିରିଂ ରାତି ଟା ଜମିଲା

ଟିକେ ଚିରିଂ ଚିରିଂ ନିଶା ଟା ଚଢ଼ିଲା

ପୁରା ତିରିଂ ତିରିଂ ରାତି ଟା ଜମିଲା

ଟିକେ ଚିରିଂ ଚିରିଂ ନିଶା ଟା ଚଢ଼ିଲା

ପୁରା ତିରିଂ ତିରିଂ ରାତି ଟା ଜମିଲା

ଟିକେ ଚିରିଂ ଚିରିଂ--ଚଢ଼ିଲା...

ପୁରା ତିରିଂ ତିରିଂ--ଜମିଲା...

Davantage de Human Sagar

Voir toutlogo