menu-iconlogo
logo

To Pain Nebi Mun Sahe Janama

logo
Paroles
M=He he he la la la la la

F=hun hun hun hun hun

M= ଆଖିରେ ଆଖିରେ କଥା

ହୃଦୟ ଯାଉଛି ବୁଝି

ପ୍ରେମ ପ୍ରଥମ ମିଶାରେ

କେବେ ମୁଁ ଯାଉଛି ମଜି

F=ପ୍ରେମରେ ତୋର ମୁଁ ଆଜି

ଧୀରେ ଧୀରେ ଗଲି ଭିଜି

ତୋ ସାଥିରେ ସବୁ ଜନ୍ମ

ରହିବାକୁ ହେଲି ରାଜି

M= ମନ ଥିଲା ଗୋଟେ

ବାଁଆଁରା ଚଢେଇ

ପ୍ରେମ ବସା ପାଇଁ.. ଇଁ ଇଁ

ହେଲା ସେ ସଜେଇ

ମୋ ଦୁନିଆ ମୋ ପୃଥିବି

ତୁ ମୋ ପ୍ରେମ. ଅଂ ଅଂ

ତୋ ପାଇଁ ନେବି ମୁଁ

ଶହେ ଜନମ

F= ତୋ ପାଇଁ ନେବି ମୁଁ.

ଶହେ ଜନମ

F=ଆଁ ଆଁ ଆଁ ଆଁ ଆଁ

ଆଁ ଆଁ ଆଁ ଆଁ ଆଁ

F=କେବେ ତୁ କହରେ

ସାଥେ ନେଇ ଯିବୁ

ତୁ ବଜେଇ ଶୁଭ ବାଜା

ହାଏ ମୋ ଗୋଲାପ ଦେଶ ରଜା

M=ହୋ ଫଗୁଣ ଠାରୁ ତ

ଉଦ୍ଧାର ଆଣିଚି..ଇ ଇ

ମୁଁ ସିନ୍ଦୁର ତୋରି ପାଇଁ

ବୋହୁ ବେଶ ହବୁ ତାକୁ ନାଇଁ

F= ସୁନାର ପାଲିଙ୍କି ସଜେଇ ଆଣିବୁ

ବଧୂ କରି ତୋର.ସାଥେ ନେଇ ଯିବୁ

ଛାଡ଼ିବୁନି ହାତ କେବେ

ତତେ ମୋ ରାଣ... ଅଂ ଅଂ

M= ତୋ ପାଇଁ ନେବିମୁ ଶହେ ଜନମ

F=ତୋ ପାଇଁ ନେବିମୁ ଶହେ ଜନମ

M= ଭାବେମୁଁ ନିଜକୁ

ଭାଗ୍ୟ ବାନ ଆଜି

ପାଦ ମୋ ଘରେ ଦେଲା ପରେ

ଲାଗେ ସବୁ ଖୁସି ପାଇଛି ରେ

F= ହଁ ଶୁଭ ମନାସିଛି

ଶହେ ଜନ୍ମ ପାଇଁ...ଇଁ ଇଁ

ଦୀପ ଜାଳି କି ଚଉରା ରେ

ପୂଜୁଥିବି ନୀତି ତୋ ପାଇଁ ରେ. ଏ ଏ

M= ଶୀତୁଆ ସକIଳ

ପହିଲି କିରଣେ

ତତେ ଦେଖୁଚି ମୁଁ

ଓଢଣା ଫାଙ୍କରେ

ମିଠା ଲାଜ ଚୋରେଇ ନେଲା

ଏଇ ମୋ ମନ

ତୋ ପାଇଁ ନେବି ମୁଁ

ଶହେ ଜନମ

M-F= ତୋ ପାଇଁ ନେବି ମୁଁ

ଶହେ ଜନମ