menu-iconlogo
huatong
huatong
human-sagar-tu-kain-lagu-ete-baaga-cover-image

Tu Kain Lagu Ete Baaga

Human Sagarhuatong
monicahoyoshuatong
Paroles
Enregistrements
(ପୁ) ତୁ କାଇଁ ଲାଗୁ ଏତେ ବାଗ

ତୁ କାଇଁ ଲାଗୁ ଏତେ ବାଗ

ତୋ ଚାହାଣି ଲଗେଇ ଦିଏ ଦାଗ

ହାଏ ରେ ଚାହାଣି ଲଗେଇ ଦିଏ ଦାଗ

(ଝୀ) ତୁ ଏମିତକା ଇନ୍ଦ୍ରଧନୁଟେ

ତୁ ଏମିତକା ଇନ୍ଦ୍ରଧନୁଟେ

ମୋ ଜୀବନେ ଖେଳେ ସାତ ରଙ୍ଗ,ରଙ୍ଗ,ରଙ୍ଗ

(ପୁ) ମୋତେ ମିଳିଗଲା ତୋ ପରିକା ସାଙ୍ଗ

ହାଏ ରେ ମିଳିଗଲା ତୋ ପରିକା ସାଙ୍ଗ

(ଝି) ମୋତେ ମିଳିଗଲା ତୋ ପରିକା ସାଙ୍ଗ

ହାଏ ରେ ମିଳିଗଲା ତୋ ପରିକା ସାଙ୍ଗ

(ପୁ) ତୋ ଆଖି ମୋ ଆଖି ଭେଟା ଭେଟି ଯେବେଠୁ

ମିଠାମିଠା ଠରାଠରୀ ଓଠ ଚିପା ହସା ହସି ମଜା ଲାଗେ ସେବେଠୁ

(ଝି) ତୋ ଓଠ ମୋ ଓଠ କଥା ହେଲେ ଯେବେଠୁ

ଭୋକ ନାହିଁ ଶୋଷ ନାହିଁ ନିଦ ନାହିଁ ଚାହିଁ ଚାହିଁ ରାତି ପାଏ ସେବେଠୁ

(ପୁ) ଯେତେ ଦେଖିଲେ ଯେତେ ଭାବିଲେ

ଯେତେ ଦେଖିଲେ ଯେତେ ଭାବିଲେ

ନୂଆ ନୂଆ ଲାଗେ ତୋର ଢଙ୍ଗ ଢଙ୍ଗ ଢଙ୍ଗ

(ଝି) ମୋତେ ମିଳିଗଲା ତୋ ପରିକା ସାଙ୍ଗ

ହାଏ ହାଏରେ ମିଳିଗଲା ତୋ ପରିକା ସାଙ୍ଗ

(ପୁ) ମୋତେ ମିଳିଗଲା ତୋ ପରିକା ସାଙ୍ଗ

ହାଏରେ ମିଳିଗଲା ତୋ ପରିକା ସାଙ୍ଗ

(ପୁ) ଏ ହେ ଆହା ଆ ହା

(ଝି) ଲା ଲା ଲା ଲା ଲା

(ଝି) ତୁ ଏତେ ଭାରି ଭଲ କରିନେଲି ନିଜର

ଆଗ ପଛ ଭାବିନାହିଁ ଭଲ ମନ୍ଦ ବୁଝିନାହିଁ କରି ନାହିଁ ବିଚାର

(ପୁ) ହେ ତୋ ମନ ମୋ ମନ ଯେବେଠାରୁ ମିଶିଲା

ସୁଖା ସୁଖା ହୃଦୟ ରେ ବାଜି ଗଲା ପ୍ରେମ ଛିଟା ଓଦା ଓଦା ଲାଗିଲା

(ଝି) ଯେବେ ଆସିଲୁ ଏଇ ଜୀବନେ

ଯେବେ ଆସିଲୁ ଏଇ ଜୀବନେ

ସତେ ଚମକିଲା ମୋର ଭାଗ୍ୟ ଭାଗ୍ୟ ଭାଗ୍ୟ

(ପୁ) ମୋତେ ମିଳିଗଲା ତୋ ପରିକା ସାଙ୍ଗ

(ଝି) ହାଏରେ ମିଳିଗଲା ତୋ ପରିକା ସାଙ୍ଗ

(ପୁ) ମୋତେ ମିଳିଗଲା ତୋ ପରିକା ସାଙ୍ଗ

(ପୁ+ଝି) ହାଏ ମୋତେ ମିଳିଗଲା ତୋ ପରିକା ସାଙ୍ଗ

Davantage de Human Sagar

Voir toutlogo