menu-iconlogo
logo

Yeh Ki Prema

logo
avatar
Human Sagarlogo
🙏🌹JAGANNATH🛐PREMI🌹🙏logo
Chanter dans l’Appli
Paroles
ଦୁଃଖରେ ଏତେ ସୁଖ ବି ଥାଏ, ଲୁହରେ ଏତେ ହସ ବି ଥାଏ

ଦୁଃଖରେ ଏତେ ସୁଖ ବି ଥାଏ, ଲୁହରେ ଏତେ ହସ ବି ଥାଏ

ଆଜି କଣ୍ଟା ବି ଲାଗୁଚି ଫୁଲ , ଆଉ ନିଆ ବି ଲାଗେ ଶୀତଳ

ଦୁଇଟି ମନର ଅତୁଟା ଏ ବନ୍ଧନ........

ଇଏ କି ପ୍ରେମ..ଇଏ କି ପ୍ରେମ

ଇଏ କି ପ୍ରେମ....ଇଏ କି ପ୍ରେମ

LB 🎵 MUSICAL 🎶 🎻 ଓଡ଼ିଆ

ROOM ID 198900

NO TASK 🆓

ମେଘତ ଆସି ବରଷି ଯାଏ ଚାଲିଯାଏ ମେଘର ବାଟେ

ଚାଲିଯିବା ଆଗୁ ସିଉଳି ଲଗାଏ ଏଇ ମନ ନଈର ତୁଠେ

🎶🎶🎶🎶🎶🎶🎶🎶🎶🎶🎶🎶🎶

ମେଘତ ଆସି ବରଷି ଯାଏ ଚାଲିଯାଏ ମେଘର ବାଟେ

ଚାଲିଯିବା ଆଗୁ ସିଉଳି ଲଗାଏ ଏଇ ମନ ନଈର ତୁଠେ

ସେଇ ସିଉଳୀ ଖସଡ଼ା ବାଟ , ସେଠୀ ଚାଲିବାଟା ଭାରି କଷ୍ଟ

ଚାଲିଚି ଯିଏରେ ବୁଝେନା ତା ପରିଣାମ.......

ଇଏ କି ପ୍ରେମ....ଇଏ କି ପ୍ରେମ

ଇଏ କି ପ୍ରେମ....ଇଏ କି ପ୍ରେମ

Song upload by laxman

Lyrics by - SUBRAT

request by - SUBRAT

LB 🎵 MUSICAL 🎶 ଓଡ଼ିଆ

Time - 7.00pm - 8.00pm

ଏ ମନ ଟିକେ ପାଇଲେ କଷ୍ଟ , ସେ ମନରୁ ଝରଇ ଲହୁ

ଏ ମନରେ ଯଦି ଆସଇ ବସନ୍ତ , ସେ ମନରେ ଶୁଭେ କୁହୁ

🎶🎶🎶🎶🎶🎶🎶🎶🎶🎶🎶🎶🎶🎶

ହୋ..ଏ ମନ ଟିକେ ପାଇଲେ କଷ୍ଟ , ସେ ମନରୁ ଝରଇ ଲହୁ

ଏ ମନରେ ଯଦି ଆସଇ ବସନ୍ତ , ସେ ମନରେ ଶୁଭେ କୁହୁ

ଦୁଇ ଚଢ଼େଇ ଗୋଟିଏ ବସା , ଦୁଇ ଜୀବନ ଗୋଟିଏ ଆସା

ଦୁହିଁଙ୍କ ଗୋଟିଏ ଜିଁବାର କାରଣ.......

ଇଏ କି ପ୍ରେମ....ଇଏ କି ପ୍ରେମ

ଇଏ କି ପ୍ରେମ....ଇଏ କି ପ୍ରେମ