▒▒▒▒RMB SWAYAM FAMILY ▒▒▒▒
░░░ROOM ID 1288998░░░
▒▒▒ BARSHA ▒▒▒▒▒
ପୁ- ଆଜି କାଲି ପବନ
ବାସେ ଖାଲି ଫଗୁଣ
ଆଖି ପତା ନେଇଗଲେ ଆସେ ଖାଲି ସପନ
ଝି-ସେଇ ସପନ ରେ ତୁ ତତେ ଛୁଇଁ ଦେଲେ ମୁଁ
ସତେ କି ଆସୁଛି ଫେରି ଏଇ ଜୀବନ
ପୁ /ଝି- ଆଜି କାଲି ପବନ
ପୁ - ବାସେ ଖାଲି ଫଗୁଣ
▒▒▒▒▒▒MUSIC▒▒▒▒▒▒
ପୁ - ମନ ଥିଲା ଯାଯାବରହେଲା ଖାଲି ଜର ଜର
ଚାଲୁ ଚାଲୁ ପାଦ ତଳେ ଢାଳି ଦେଲୁ ରଙ୍ଗଅଭିର
ଝି - ସ୍ବପ୍ନ ଥିଲା ଖାଲି ଖାଲି ରଙ୍ଗ ଟିକେ ଦେଲୁ ବୋଲି
ରାତି ସାରା ଉଜାଗର ଧିରେ ଧିରେ ହେଲି ଚଗଲି
ପୁ - ଆଜି କାଲି ଶ୍ରାବଣ
କରେ ନାହିଁ ବାରଣ
ଭିଯିବାକୁ ମନ କହେ ଖୋଜେ ନାହିଁ କାରଣ
ଝି-ସେଇ ସପନ ରେ ତୁ ଥରେ ଭିଜିଗଲା ମୁଁ
ସତେ କି ଆସୁଛି ଫେରି ଏଇ ଜୀବନ
ପୁ/ଝି - ଆଜି କାଲି ପବନ
ପୁ - ବାସେ ଖାଲି ଫଗୁଣ
ହୋଓ...........
ଝି-ବାଟ ଥିଲା କଣ୍ଟା କଣ୍ଟା ବୋଳି ଦେଲୁ ମହୁ ଛିଟା
ଫେରୀମୁଁ ପାରୁନି ଆଉ ସତେ କି ଲାଗିଚି ଅଠା
ପୁ - ଫୁଲ ଥିଲା ଫିକା ଫିକା ଲାଗୁଥିଲା ଏକା ଏକା
ତତେ ଟିକେ ଛୁଁ ଛୁଁ ଯୋଡ଼ି ହେଲା ଭାଗ୍ୟ ରେଖା
ଝି - ଆଜି କାଲି ସ୍ପନ୍ଦନ
ଖୋଜେ ଖାଲି ମିଳନ
ଥରେ ଖାଲି ମିଶି ଗଲେ ସଜ ହୁଏ ତୋରଣ
ପୁ - ସେଇ ସ୍ପନ୍ଦନ ରେ ତୁ ଥରେ ଛୁଇଁ ଦେଲେ ମୁଁ
ସତେ କି ଆସୁଛି ଫେରି ଏ ଜୀବନ
ଝିଅ/ପୁ - ଆଜି କାଲି ପବନ
ପୁ - ବାସେ ଖାଲି ଫଗୁଣ
THANK YOU?