ଝିଅ =ଗହଣା ସବୁ ରଙ୍ଗ..ଘୋରି ହେଲାଣି ମୋହିଚକର,
ବରଷେ ହେଲାଣି ନେଇନୁ ମତେ ସପିଙ୍ଗମଲ..,
କେମିତି ତୋ ପାଇଁ ସଜେଇ ହେବିମୁ ରାଜା...,
ଦିନକୁ ଦିନ ଦିଶିଲିଣି ଭାରି ଡାଙ୍ଗ,
ପୁଅ =ହାଏରେ ମୁଁ ମରିଯାଏ...~~~
ମୋ ଧନ ପାଇଁ କିଣିଦେଵି ଏଇ ରଜରେ
ଗୋଟେ ମହଙ୍ଗା ଵାଲା ଲେହେଙ୍ଗା,
ମୋ ଧନ ପାଇଁ କିଣିଦେଵି ଏଇ ରଜରେ
ଗୋଟେ ମହଙ୍ଗା ଵାଲା ଲେହେଙ୍ଗା,
ଝିଅ =ହାଏରେ ମୁଁ ମରିଯାଏ....~~~
ମୋ ଧନପାଇଁ ଶଜହେବି ଏଇ ରଜରେ,
ପିନ୍ଧି ମହଙ୍ଗା ଵାଲା ଲେହେଙ୍ଗା,
ମୋ ଧନପାଇଁ ଶଜହେବି ଏଇ ରଜରେ,
ଝିଅ =ହାଁ ଡେଲି ଡେଲି ତୁ କମ୍ପେଲେନ କରୁଛୁ,
ମୁଁ ଦିଶୁନି କାହିଁ ସୁନ୍ଦର,
ପୁଅ =ମାନୁଛି ମୁଁ, ସବୁ ଦୋଶତ ମୋର..~~~~
ଝିଅ =ହାଁ ଡେଲି ଡେଲି ତୁ କମ୍ପେଲେନ କରୁଛୁ,
ମୁଁ ଦିଶୁନି କାହିଁ ସୁନ୍ଦର,
ପୁଅ =ମାନୁଛି ମୁଁ, ସବୁ ଦୋଶତ ମୋର..
ଝିଅ =ଦୋଷଯଦି, ମାନିଗଲୁ,କରତାର ପ୍ରତିକାର,
ପୁଅ =ନେଇ ଯିବି,ଧନତତେ ପାରେଲର,
ଝିଅ =ରୁପାପାଣି ଦିଆ ପାଉଁଜି,ଝୁମୁକା ଗଲାଣି ହଜି,
ନଉନୁ ସାଥିତୁ କହୁଛୁ ଖାଲି ତୁ କାମରେ ବିଜ଼ୀ....,
କେତେବା ଶୁଣିବି କାହା କମେଣ୍ଟ ମୋ ରାଜା..
ଶରମେରେ ମୋମୁଁହ ପଡିଯାଏ ରଙ୍ଗ..
ପୁଅ =ହାଏରେ ମୁଁ ମରିଯାଏ......ହାଁଏ..~~,
ମୋ ଧନ ପାଇଁ କିଣିଦେଵି ଏଇ ରଜରେ,
ଗୋଟେ ମହଙ୍ଗା ଵାଲା ଲେହେଙ୍ଗା,
ମୋ ଧନ ପାଇଁ କିଣିଦେଵି ଏଇ ରଜରେ,
ଗୋଟେ ମହଙ୍ଗା ଵାଲା ଲେହେଙ୍ଗା,
ଝିଅ =ହାଏରେ ମୁଁ ମରିଯାଏ......~~
ମୋ ଧନପାଇଁ ଶଜହେବି ଏଇ ରଜରେ,
ପିନ୍ଧି ମହଙ୍ଗା ଵାଲା ଲେହେଙ୍ଗା,
ମୋ ଧନପାଇଁ ଶଜହେବି ଏଇ ରଜରେ,
ପିନ୍ଧି ମହଙ୍ଗା ଵାଲା ଲେହେଙ୍ଗା,
ପୁଅ =ଧନମୋର, ପମିଶ କରୁଛି,
କେୟାର ନେବି ତମର,
ଝିଅ =ଏମିତିକା,କହିଛୁ ତୁ,ବାରମମ୍ବାର,~~~~
ପୁଅ =ହୋ..ଧନମୋର, ପମିଶ କରୁଛି,କେୟାର ନେବି ତମର
ଝିଅ =ଏମିତିକା,କହିଛୁ ତୁ ବାରମମ୍ବାର,
ପୁଅ =ରାଣୀ କରି,ରଖିବିଲୋ,ଗେରେଣ୍ଟି ଦେଲି ଏଥର,
ଝିଅ =କହିବୁନି,ବଢ଼ିଜାଉ ରଜଭାର,
ପୁଅ =ବଢୁକି ନ ବଢୁ ଇଂକାମେ, ତତେ ସଜେଇ ରଖିବି ଜନମ,
ହେଁଲେ ପଛେହେବି ଟୋପାଇଁ ଯଖମ..,~
କଥାଦେ ମୋତେ କମେଇ ବୁନିତୋ ପେମ..~
ତୋ ବିନା ମୁଁ ଶୁଖିଲା ନଇଁର ଡ଼ଙ୍ଗା..
ଝିଅ =ହାଏରେ ମୁଁ ମରିଯାଏ.......~~~
ମୋ ଧନପାଇଁ ଶଜହେବି ଏଇ ରଜରେ
ପିନ୍ଧି ମହଙ୍ଗା ଵାଲା ଲେହେଙ୍ଗା,
ମୋ ଧନପାଇଁ ଶଜହେବି ଏଇ ରଜରେ
ପିନ୍ଧି ମହଙ୍ଗା ଵାଲା ଲେହେଙ୍ଗା,
ପୁଅ =ହାଏରେ ମୁଁ ମରିଯାଏ.......ହାଁଏ..~~
ମୋ ଧନ ପାଇଁ କିଣିଦେଵି ଏଇ ରଜରେ
ଗୋଟେ ମହଙ୍ଗା ଵାଲା ଲେହେଙ୍ଗା
ମୋ ଧନ ପାଇଁ କିଣିଦେଵି ଏଇ ରଜରେ
ଗୋଟେ ମହଙ୍ଗା ଵାଲା ଲେହେଙ୍ଗା