❤️ଦେଇ ଦେବି ଦେଇ ଦେବିଲ ତାକୁ❤️
SINGAR =
IRA MOHANTY &
DIPTI REKHA &
ASIMA PANDA
UPLOADED BY 💻 💻 💻
KUMAR - JAYANTA 🌟 💘 ⭐
ନଥାଉ ପଛେ ବେଙ୍କ ବାଲାନ୍ସ
ମୋ ପାଇଁ ଥାଉତା ଫିଲ୍
ମୋ lipstick କାଜଲ କିଣାରେ ସିଏ
ଦେଇପାରୁଥିବ ବିଲ୍
ମୋ ରୁଶିଲେ ରାଗିଲେ ମୋ ସାଥେ ସିଏ
କରିପାରୁଥିବ ଡିଲ୍..
(ଦେଇଦେବି ଦେଇଦେବିଲ ତାକୁ..)=3
ଏଇ ମୋ କୁଆଁରୀ ଦିଲ୍
(ଦେଇଦେବି ଦେଇଦେବିଲ ତାକୁ..)=3
ଏଇ ମୋ କୁଆଁରୀ ଦିଲ୍
ନଥାଉ ପଛେ ବେଙ୍କ ବାଲାନ୍ସ
ମୋ ପାଇଁ ଥାଉତା ଫିଲ୍
ମୋ ଲିପିଟ lipstick କାଜଲ କିଣାରେ ସିଏ
ଦେଇପାରୁଥିବ ବିଲ୍
ମୋ ରୁଶିଲେ ରାଗିଲେ ମୋ ସାଥେ ସିଏ
କରିପାରୁଥିବ ଡିଲ୍..
(ଦେଇଦେବି ଦେଇଦେବିଲ ତାକୁ..)=3
ଏଇ ମୋ କୁଆଁରୀ ଦିଲ୍
(ଦେଇଦେବି ଦେଇଦେବିଲ ତାକୁ..)=3
ଏଇ ମୋ କୁଆଁରୀ ଦିଲ୍
LYRICS BY 🖋️🖋️🖋️
🌻🌻KAMALINI 🌷🌷
ଜଏଟ ଫେମିଲି ହଉପଛେ ତାର..
ଖୋସି ଖୋସି ଥିବ ତାପରୀବାର..
କାଆର ବାଈକି କଣ ହବ..
ଚାଲୁଥିଲେ ହାତ ବଢେଇ ଦବ..
💃💃💃💘💃💃💃
ଜଏଟ ଫେମିଲି ହଉପଛେ ତାର..
ଖୋସି ଖୋସି ଥିବ ତାପରୀବାର..
କାଆର ବାଈକି କଣ ହବ..
ଚାଲୁଥିଲେ ହାତ ବଢେଇ ଦବ..
ବ୍ରଡ୍ ମାଈଡି ହେଇଥିବ ସିଏ
ନଥିବ feeling ସିଲ୍
ଟେନସନ୍ ଥାଉକି ନ ଥାଉ ଟେନସନ୍
ସବୁବେଳେ ଥିବ ଜିଲ୍..
ସବୁବେଳେ ମୋ ପାଖେ ପାଖେ ରହି
ବଡଉ ଥୀବ ମୋ ଜିଲ୍
(ଦେଇଦେବି ଦେଇଦେବିଲ ତାକୁ..)=3
ଏଇ ମୋ କୁଆଁରୀ ଦିଲ୍
(ଦେଇଦେବି ଦେଇଦେବିଲ ତାକୁ..)=3
ଏଇ ମୋ କୁଆଁରୀ ଦିଲ୍
UPLOADED BY 💻 💻 💻
KUMAR - JAYANTA 🌟 💘 ⭐
କାଫି ହୋଟେଲ ନ ନଉ ମତେ..
ଦିନ ରାତି ଥିବ ମୋରୀ ସାଥେ..
ଦିଲ୍ ରେ ମୋ ପାଇଁ ଦରଦ ଥିବ..
କଉ ଝିଅ ସଙ୍ଗେ ପ୍ରମ ନ ଥିବ..
💞💞💞🌹🌹💖💖💖
କାଫି ହୋଟେଲ ନ ନଉ ମତେ..
ଦିନ ରାତି ଥିବ ମୋରୀ ସାଥେ..
ଦିଲ୍ ରେ ମୋ ପାଇଁ ଦରଦ ଥିବ..
କଉ ଝିଅ ସଙ୍ଗେ ପ୍ରମ ନ ଥିବ..
ଦିଓଳି ଦିମୁଠା ଖାଇବାକୁ ସିଏ
ଦେଇ ପାରୁଥିବ ମିଲ୍
ରାଗିଲେ ଚିଡିଲେ ସବୁବେଳେ
ହସୁଥିବ ଖୀଲ୍ ଖୀଲ୍
ମୋ ହାର୍ଟ କୁ ତା ହାର୍ଟ ରେ
ରଖିବ କରିସେ ସିଲ୍..
(ଦେଇଦେବି ଦେଇଦେବିଲ ତାକୁ..)=3
ଏଇ ମୋ କୁଆଁରୀ ଦିଲ୍
(ଦେଇଦେବି ଦେଇଦେବିଲ ତାକୁ..)=3
ଏଇ ମୋ କୁଆଁରୀ ଦିଲ୍
(ଦେଇଦେବି ଦେଇଦେବିଲ ତାକୁ..)=3
ଏଇ ମୋ କୁଆଁରୀ ଦିଲ୍
💃💃🙏🙏🕺🕺