menu-iconlogo
huatong
huatong
Paroles
Enregistrements
ମୋ ବାଟରେ ଆସିଲୁ, ତୁ ଏମିତି

ତୋ ହସରେ ଦୁନିଆ, ମୋ ହସୁଛି

ମୁଁ ଖୋଜେ ତତେ ମୋ ଭିତରେ

ତୁ ଲୁଚିଥିଲୁ ଯଉ ଜାଗାରେ

ମୁଁ ଦେଖେ ଯେବେ ସେ ଭିଡରେ

ତୁ ଲାଗୁ ମତେ ଗଢ଼ା ମୋ ପାଇଁ ରେ

ଥରୁଟିଏ ଆସି କହିଦେଇଯା′

ଭଲପାଏ ସିନା ତତେ କହି ପାରେନା

ପାରେନା, ତୁ ଜାଣୁନା ହା

ଭଲପାଏ ତତେ କହିପାରେନା

ପାରେନା, ତୁ ଜାଣୁନା

ତୁ କାହିଁ, ହଁ, ତୁ କାହିଁ ନିଜର ଲାଗିଗଲୁ?

ମୋ ପାଇଁ, ହଁ, ମୋ ପାଇଁ ସପନ ଆଣିଦେଲୁ

ମୁଁ ପାଏ ତତେ ମୋ ଛାଇରେ

ତୁ ଜାଣି ସବୁ ରହୁ ଦୂରରେ

ମୁଁ ଖାଲି ଅଛି ତୋ ପାଇଁ ରେ

ତୁ ମିଛ, ସତ ସବୁ ଜାଣୁ ରେ

ସ୍ବପ୍ନ ହଉ ପଛେ ଥରେ ଆସିଯା

ଭଲପାଏ ସିନା ତତେ କହିପାରେନା

ପାରେନା, ମୁଁ ପାରେନା

ଭଲପାଏ ତତେ କହିପାରେନା

ପାରେନା, ତୁ ଜାଣୁନା

ଭଲପାଏ ତତେ କହିପାରେନା

ପାରେନା, ତୁ ଜାଣୁନା

Davantage de Kuldeep Pattnaik/Mousumi Nayak

Voir toutlogo