menu-iconlogo
huatong
huatong
namita-agrawal-kemiti-a-samparka-cover-image

Kemiti A Samparka

Namita Agrawalhuatong
62013438137huatong
Paroles
Enregistrements

꧁ ꧂

BADAL MUSIC CARE

ROOM ID :-470457 ,

ଓ ଓ ଓ ଓ ଓ

କେମିତି ଏ ସମ୍ପର୍କ ପଡେନାହିଁ ପଲକ

ଆଖି ତତେ ଖୋଜୁ ଥାଏ ପ୍ରତିଟି ମୁହୂର୍ତ

༄ᶦᶰᵈ᭄༄ PAPALY𝄞 𝙎𝘿𝙏

ଓ କେମିତି ଏ ସମ୍ପର୍କ ଅଜଣା ଏ ମହକ

ମନ ତତେ ଖୋଜୁ ଥାଏ ସତେ କି ଚାତକ

ଅଦିନ ବରଷା ପରି ଏ ମାନେ ଗଲୁ ତୁ ଝରି

ଅଦିନ ବରଷା ପରି ଏ ମାନେ ଗଲୁ ତୁ ଝରି

ହେଇଗଲି ହେଇଗଲି ଅନ୍ୟ ମନସ୍କ

କେମିତି ଏ ସମ୍ପର୍କ ପଡେନାହିଁ ପଲକ

ଆଖି ତତେ ଖୋଜୁ ଥାଏ ପ୍ରତିଟି ମୁହୂର୍ତ

ମନ ତତେ ଖୋଜୁ ଥାଏ ସତେ କି ଚାତକ

ଓ ଓ ଓ ଓ

ଆଜି ଏ ବାଟରେ ଝରୁଛି ରଙ୍ଗୋଲି

ଅଦିନ ରେ ଖେଳେ ହୋଲି

ହାତ ପାପୁଲି ରେ ଖସିଛି ଏ ଜହ୍ନ

ସାଥି ରେ ତୁ ଅଛୁ ବୋଲି

ଓ ଓ ଓ

ଆଜି ଏ ବାଟରେ ଝରୁଛି ରଙ୍ଗୋଲି

ଅଦିନ ରେ ଖେଳେ ହୋଲି

ହାତ ପାପୁଲି ରେ ଖସିଛି ଏ ଜହ୍ନ

ସାଥି ରେ ତୁ ଅଛୁ ବୋଲି

ଅଝଟ ଝରଣା ପରି ଜୀବନେ ଗଲୁ ତୁ ଝରି

ଅଝଟ ଝରଣା ପରି ଜୀବନେ ଗଲୁ ତୁ ଝରି

ସରି ଗଲା ସରି ଗଲା ଶୋଷ ଯେତକ

କେମିତି ଏ ସମ୍ପର୍କ ପଡେନାହିଁ ପଲକ

ଆଖି ତତେ ଖୋଜୁ ଥାଏ ପ୍ରତିଟି ମୁହୂର୍ତ

ମନ ତତେ ଖୋଜୁ ଥାଏ ସତେ କି ଚାତକ

ଓ ଓ ଓ ଓ ଓ ଓ

ହଜାରେ ରାତି ର ସାଇତା ସ୍ବପ୍ନ ତୁ

ଏତେ ଦିନେ ସତ ହେଲୁ

ସତ ବି ଲାଗୁଚି ଗପ ପରି ଏବେ

ଏମିତି କି ଯାଦୁ କଲୁ

ଓ ଓ ହଜାରେ ରାତି ର ସାଇତା ସ୍ବପ୍ନ ତୁ

ଏତେ ଦିନେ ସତ ହେଲୁ

ସତ ବି ଲାଗୁଚି ଗପ ପରି ଏବେ

ଏମିତି କି ଯାଦୁ କଲୁ

ଅବୋଧ କବିତା ପରି ଭାବନା ଦେଲୁ ତୁ ଭରି

ଅବୋଧ କବିତା ପରି ଭାବନା ଦେଲୁ ତୁ ଭରି

ହେଇଗଲି ହେଇଗଲି ମୁଗ୍ଧ ପାଠକ ~~

କେମିତି ଏ ସମ୍ପର୍କ ପଡେନାହିଁ ପଲକ

ଆଖି ତତେ ଖୋଜୁ ଥାଏ ପ୍ରତିଟି ମୁହୂର୍ତ

ମନ ତତେ ଖୋଜୁ ଥାଏ ସତେ କି ଚାତକ

Davantage de Namita Agrawal

Voir toutlogo