menu-iconlogo
huatong
huatong
avatar

Jhipi jhipi barasare

PRASANT-HAL-ODISHAhuatong
moelijk1huatong
Paroles
Enregistrements
ଝିପି ଝିପି ବରଷାରେ ଜାନିଲୋ ମନ୍ଦିର--୨

ଝୁରୁଛି କାଳିଆ ବସି ପିରତି ରାଧାର

ପିରତି ରାଧାର

ଶ୍ରାବଣରେ ଶ୍ରୀମନ୍ଦିର କୁଞ୍ଜ ପରି ଲାଗେଲୋ--୨

ଝୁରୁଛି କାଳିଆ ବସି ପିରତି ରାଧାର

ପିରତି ରାଧାର

ଝିପି ଝିପି ବରଷାରେ..

ମେଘ ଉଠେଇଲେ ବଡ଼ଦାଣ୍ଡରେ

କାଳିଆ ଆଖିରୁ ବରଷା ଝରେ

ହୋ..ମେଘ ଉଠେଇଲେ ବଡ଼ଦାଣ୍ଡରେ

କାଳିଆ ଆଖିରୁ ବରଷା ଝରେ

ମନେ ପଡ଼ିଯାଏ ଲତା ଗହଳେ

ରାଧା ଭିଜୁଥିବ କଦମ୍ବ ମୂଳେ

ରାଇ ବୋଲି ଭାବି ତୋତେ ହୋଇବଲୋ ଅଧିର--୨

ଝୁରୁଛି କାଳିଆ ବସି ପିରତି ରାଧାର

ପିରତି ରାଧାର

ଝିପି ଝିପି ବରଷାରେ..

ବାହାରେ ପଡୁଛି ବରଷା ସିନା

ଭିତରେ ଭିଜୁଛି କାଳିଆ ସୁନା

ହୋ ଓ ଓ..ବାହାରେ ପଡୁଛି ବରଷା ସିନା

ଭିତରେ ଭିଜୁଛି କାଳିଆ ସୁନା

ଭକତ ମେଳରେ ଖୋଜେ ରାଇକୁ

ଦେଖନ୍ତାକି ଥରେ ଚାନ୍ଦ ମୁହିଁକୁ

ରାସ ଅଧା ପ୍ରେମ ଅଧା ଦିଶେ ସବୁ ଅନ୍ଧାର--୨

ଝୁରୁଛି କାଳିଆ ବସି ପିରତି ରାଧାର

ପିରତି ରାଧାର

ଝିପି ଝିପି ବରଷାରେ ଜାନିଲୋ ମନ୍ଦିର--୨

ଝୁରୁଛି କାଳିଆ ବସି ପିରତି ରାଧାର

ପିରତି ରାଧାର

ଶ୍ରାବଣରେ ଶ୍ରୀମନ୍ଦିର କୁଞ୍ଜ ପରି ଲାଗେଲୋ--୨

ଝୁରୁଛି କାଳିଆ ବସି ପିରତି ରାଧାର

ପିରତି ରାଧାର

ପିରତି ରାଧାର

Davantage de PRASANT-HAL-ODISHA

Voir toutlogo