TVH -104569
ନାଲି ଶାଢ଼ୀ ପିନ୍ଧି ଯେବେ ଯାଉ
ମତେ କଣେଇ କଣେଇ ଚାହୁଁ
ନାଲି ଶାଢ଼ୀ ପିନ୍ଧି ଯେବେ ଯାଉ
ମତେ କଣେଇ କଣେଇ ଚାହୁଁ
ତୁ ଏମିତି ସଜେଇ ହଉ
ଆଖି ମିଶିଲେ ଲାଜେଇ ଯାଉ
ଚୋରା ଚାହାଣୀରେ କହିଯାଉ
ମୋତେ ତୁ କେତେ ଭଲପାଉ
ସାଧବ ବୋହୂ ଲୋ ସାଧବ ବୋହୂ
ମୋ ସାଧବ ବୋହୂ ଲୋ ସାଧବ ବୋହୂ
ନାଲି ଶାଢ଼ୀ ପିନ୍ଧି ଯେବେ ଯାଉ
ମତେ କଣେଇ କଣେଇ ଚାହୁଁ
ତୁ ଏମିତି ସଜେଇ ହଉ
ଆଖି ମିଶିଲେ ଲାଜେଇ ଯାଉ
ଚୋରା ଚାହାଣୀରେ କହିଯାଉ
ମୋତେ ତୁ କେତେ ଭଲପାଉ
ସାଧବ ବୋହୂ ଲୋ ସାଧବ ବୋହୂ
ସାଧବ ବୋହୂ ଲୋ ସାଧବ ବୋହୂ
For More Updates
TVH -104569
ସପନରେ ଆସୁ ପୁଣି ସପନରେ ଚାଲିଯାଉ
ରାତିରେ ~
ଚାହୁଁଚି ମୁଁ ଦିନରାତି ରଖିବାକୁ ସାଥି କରି
ସାଥିରେ
ସପନରେ ଆସୁ ପୁଣି ସପନରେ ଚାଲିଯାଉ
ରାତିରେ ~
ଚାହୁଁଚି ମୁଁ ଦିନରାତି ରଖିବାକୁ ସାଥି କରି
ସାଥିରେ
ମୋ ସାଥିରେ ~
ଫୁଲ ଫଗୁଣ ହାତରେ ଦେଉ
ଦେହ ନ ଛୁଇଁ ବି ଛୁଇଁ ଯାଉ
ଫୁଲ ଫଗୁଣ ହାତରେ ଦେଉ
ଦେହ ନ ଛୁଇଁ ବି ଛୁଇଁ ଯାଉ
ଯେତେ ଦୂରେଇ ଦୂରେଇ ରହୁ
ଲାଗେ ପାଖରେ ପାଖରେ ଥାଉ
ଚୋରା ଚାହାଣୀରେ କହିଯାଉ
ମୋତେ ତୁ କେତେ ଭଲପାଉ
ସାଧବ ବୋହୂ ଲୋ ସାଧବ ବୋହୂ
ସାଧବ ବୋହୂ ଲୋ ସାଧବ ବୋହୂ
Arranged and Managed by
༄༂ہ RAJU ༂࿐
TVH --
ଗୋପନରେ ଛୁଇଁଯାଉ ଚୁପି ଚୁପି କହିଯାଉ
କାନରେ ~
ରହିଚୁ ତୁ ରହିଥିବୁ ଘର କରି ସବୁବେଳେ
ମନରେ ~
ଗୋପନରେ ଛୁଇଁଯାଉ ଚୁପି ଚୁପି କହିଯାଉ
କାନରେ ~
ରହିଚୁ ତୁ ରହିଥିବୁ ଘର କରି ସବୁବେଳେ
ମନରେ ~
ମୋ ମନରେ
ତୋର ପଣତରେ ଖେଳେ ଢେଉ
ମୋତେ ପ୍ରେମରେ ଭସେଇ ନଉ
ତୋର ପଣତରେ ଖେଳେ ଢେଉ
ମୋତେ ପ୍ରେମରେ ଭସେଇ ନଉ
ସବୁ ଜାଣି ତୁ ଅଜଣା ହଉ
ମୋତେ ମୋ ଠୁଁ ଚୋରେଇ ନଉ
ଚୋରା ଚାହାଣୀରେ କହିଯାଉ
ମୋତେ ତୁ କେତେ ଭଲପାଉ
ସାଧବ ବୋହୂ ଲୋ ସାଧବ ବୋହୂ
ସାଧବ ବୋହୂ ଲୋ ସାଧବ ବୋହୂ
ନାଲି ଶାଢ଼ୀ ପିନ୍ଧି ଯେବେ ଯାଉ
ମତେ କଣେଇ କଣେଇ ଚାହୁଁ
ତୁ ଏମିତି ସଜେଇ ହଉ
ଆଖି ମିଶିଲେ ଲାଜେଇ ଯାଉ
ଚୋରା ଚାହାଣୀରେ କହିଯାଉ
ମୋତେ ତୁ କେତେ ଭଲପାଉ
ସାଧବ ବୋହୂ ଲୋ ସାଧବ ବୋହୂ
ମୋ ସାଧବ ବୋହୂ ଲୋ ସାଧବ ବୋହୂ
ହାଏ ସାଧବ ବୋହୂ ଲୋ ସାଧବ ବୋହୂ
ସାଧବ ବୋହୂ ଲୋ ସାଧବ ବୋହୂ
TVH -104569 କୁ
ASiବାକୁ ଭୁଲିବେନି