ପୁ - ଲଚକ ମଣି ଝୁରା ବେଣୀ ଆଲୋ ମୋ ରିବନ ଫିତା
ମୋତେ ଛାଡ଼ି ସୁନା ଗୋରୀ ଯିବୁନି ଲୋ ଗଜ ମୁକୁତା
ଝି - ୱାଦା କରିଛି ରସିଆରେ ରହିଥିବି ଲାଇଫ୍ ଲଙ୍ଗ୍
ଫିକା ଫିକା ତୋ ଜୀବନରେ ଢାଳିଦେବି ପ୍ରେମ ରଙ୍ଗ୍
ଦିଲ୍ ଭିତରେ ତୁ ଥା......
ପୁ - ଲଚକ ମଣି ଝୁରା ବେଣୀ ଆଲୋ ମୋ ରିବନ ଫିତା
ମୋତେ ଛାଡ଼ି ସୁନା ଗୋରୀ ଯିବୁନି ଲୋ ଗଜ ମୁକୁତା
ପୁ - ହୃଦୟ ମୋ ସୁନା ପଞ୍ଜୁରୀ ଟିଏ ତୁ ମୋ ପୋଷା ମଇନା
ଶିଖେଇବି ତତେ ଜା.....ନା.. ଲୋ ପ୍ୟାର୍ ବାଲା ସୁଇଟ୍ ଗାନା
ଝି - ତୁ ମୋ ରୋ...ମାଣ୍ଟିକ ହିରୋ ଆ.. କରିବା ରୋମାନ୍ସ
ଭିଜେଇ ଦେ ପ୍ରେମ ବର୍ଷା ରେ ମିଳିଛି ଆଜି ତ ଚାନ୍ସ
ପୁ - ଲୁଚି ଲୁଚି ଆସି ଯା ଥରେ ଖୁଲାମ ଖୁଲା ମେ ଧଡକ୍
ଶୁଣିଯା ଛାତିର ତୁ ଧଡକନ୍ ତୋନାଁରେ ଧକ୍ ଧକ୍
ଆଲୋ ମୋ ସରମି ଲତା
ଝି - ଲଚକ ମଣି ମୁଁ ଝୂରା ବେଣୀ ମୁଁ ତୋ ରିବନ ଫିତା
ତତେ ଛାଡ଼ି ଯିବି ନାହିଁ ମୁଁ ତୋ.. ଗଜମୁକୁତା...
ଝି - ନିଲି ନିଲି ଆ..ଖିରେ ମୋର ତୁ
କଜଳର ଗାର
ରାତିରେ ଆ..ସୁ.. ସପନରେ ଆରେ ମୋ ନୂଆଁ ନାଗର..
ପୁ - ଆରେ ଝିଲି ମିଲି ତୋ ଚେହେରା ଭିଜା ଭିଜା ମିଠା ହସ
ନିଶା..ନିଶା..ଚାହାଣିରେ କରିଦେଲୁନି ବେହୋସ
ଝି - ଆରେ ଏ ବାଜା ଦିୱାନା ରେ...ବାନ୍ଧି ଦେବି ବାହୁରେ....
ଧନ ଘରଟେ କରି ରହିଯା ତୁ ମୋ ପ୍ରେମ ଗଳିରେ ...
ସାଥୀ ଟେ ହେଇ ବସିଥା.......
ପୁ - ଲଚକ ମଣି ଝୁରା ବେଣୀ ଆଲୋ ମୋ ରିବନ ଫିତା
ମୋତେ ଛାଡ଼ି ସୁନା ଗୋରୀ ଯିବୁନି ଲୋ ଗଜ ମୁକୁତା